ହାଣ୍ଡିଫୁଟା ଗ୍ରାମରେ ପ୍ରସିଦ୍ଧ ପାତା ପର୍ବSunil Chandra NayakApril 20, 2023 by Sunil Chandra NayakApril 20, 20230 ମୟୂରଭଞ୍ଜ – ୧୮/୪ (ମସିହା) ଭାରତ ଏକ ସଂସ୍କୃତି ସଂପନ୍ନ ଦେଶ ।ଏଥି ମଧ୍ୟରେ ଆଦିବାସୀ ସଂସ୍କୃତି ଅନନ୍ୟ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ... Read more
ଏକଡାଳି ଗ୍ରାମ ର ଐତିହାସିକ ବାବା ଜଳେଶ୍ଵର ଉଡାପର୍ବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ Sunil Chandra NayakApril 20, 2023 by Sunil Chandra NayakApril 20, 20230 ମୟୂରଭଞ୍ଜ- ୧୮/୪ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ରାଇହରି ପଞ୍ଚାୟତ ଅନ୍ତର୍ଗତ ଏକଡାଳି ଗ୍ରାମର ଆରାଧ୍ଯ ଦେବତା ରାଜାରାଜୁଡ଼ା ଅମଳରୁ ୨୦୦ ବର୍ଷ... Read more
କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରାSunil Chandra NayakApril 20, 2023 by Sunil Chandra NayakApril 20, 20230 କାମାକ୍ଷାନଗର (ମିନିସ )18/4/23 //କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମ ପଞ୍ଚାୟତ ପ୍ରସିଦ୍ଧ ଠାକୁରାଣୀ ମା ଚର୍ଚ୍ଚିକା ଓ ତାଙ୍କର ପଣା ଯାତ୍ରା ର ମହିମା... Read more
ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତSunil Chandra NayakApril 19, 2023 by Sunil Chandra NayakApril 19, 20230 ତେନ୍ତୁଳିଖୁଣ୍ଟି :, ୧୯/୦୪/୨୩ -ତେନ୍ତୁଳିଖୁଣ୍ଟି ବ୍ଳକ ଅମଳାଭଟା ଗ୍ରାମରେ ୯ ଦିନ ଧରି ଚାଲିଥିବା ପାରମ୍ପ।ରିକ କୃଷିଭିତ୍ତିକ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ବାଲିଯାତ୍ରା ଟି... Read more
ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ। Sunil Chandra NayakApril 19, 2023 by Sunil Chandra NayakApril 19, 20230 ମୟୂରଭଞ୍ଜ:- ୧୮/୦୪/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମ ବେହେରା ସାହି ସ୍ଥିତ ବାବା ତାରକେଶ୍ବର ମହାଦେବ... Read more
ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁSunil Chandra NayakApril 18, 2023 by Sunil Chandra NayakApril 18, 20230 କୋକସରା,୭/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଦିନ... Read more
ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ Sunil Chandra NayakApril 17, 2023 by Sunil Chandra NayakApril 17, 20230 ମ.ରାମପୁର,୧୭/୪(ମସୀହା): ମ.ରାମପୁର ଉତେଇ ବିହାର (କଲେଜ ପଡ଼ା) ଠାରେ ଥିବା ସତସଙ୍ଗ କମିଟୀ ତରଫରୁ ଗୀତା ଯଜ୍ଞ ସମାପନ ହେଇଯାଇଛି । ୧୬ ତାରିଖ... Read more
ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତSunil Chandra NayakApril 17, 2023 by Sunil Chandra NayakApril 17, 20230 ତେନ୍ତୁଳିଖୁଣ୍ଟି ୧୬/୦୪/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ସଦର ପଞ୍ଚାୟତ ର ଖଣ୍ଡିଆ ଗୁଡା ଯାନୀ ବାଲି ଯାତ୍ରା ଆଜି ରବିବାର ରେ ଅନୁଷ୍ଠିତ ହୋଇଥିଲା।ଏହି ବାଲିଯାତ୍ରା... Read more
ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନSunil Chandra NayakApril 16, 2023 by Sunil Chandra NayakApril 16, 20230 ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗ୍ରାମ ପଞ୍ଚାୟତ ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ପୋଡାଗଡ଼ବାବା ଭୈରବ ବିମାନ।... Read more
ବାଲୁଗାଁ ଉମାମହେଶ୍ୱର ଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ଅନୁଷ୍ଠିତSunil Chandra NayakApril 16, 2023 by Sunil Chandra NayakApril 16, 20230 ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମାମହେଶ୍ୱର ଦେବଙ୍କ ପୀଠରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚଦଶ ବାର୍ଷିକ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ମହା ସମାରୋହରେ... Read more