ଚନ୍ଦାହାଣ୍ଡି ବ୍ଲକ୍ ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଚରମ ଅବହେଳାSunil Chandra NayakAugust 3, 2022 by Sunil Chandra NayakAugust 3, 20220 ଚନ୍ଦାହାଣ୍ଡି ରେ ନିଯୁକ୍ତ ଡାକ୍ତର ଙ୍କୁ ଅନ୍ୟତ୍ର ନେଇଯିବା ନେଇ ଜନ ଅସନ୍ତୋଷ ଚନ୍ଦାହାଣ୍ଡି -(ମ ନି ସ) ନବରଙ୍ଗପୁର ଜିଲ୍ଲା ର ଶେଷ... Read more
ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତାSunil Chandra NayakAugust 3, 2022 by Sunil Chandra NayakAugust 3, 20220 ତେନ୍ତୁଳିଖୁଣ୍ଟି 02/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ଗ୍ରାମର ସମାରୀ ଗୌଡ଼ 10ମାସ ର ବ।ର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ ନେଇ ମସିହା... Read more
ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ରୁପ୍ରା ଠାରେ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର ଅନୁଷ୍ଠିତ Sunil Chandra NayakAugust 3, 2022 by Sunil Chandra NayakAugust 3, 20220 ରୁପ୍ରା, (ମନିସ) : ଦେଶ ସ୍ୱାଧୀନ ହେବାର ୭୫ବର୍ଷ ପରେ ପ୍ରଥମ ଥର ପାଇଁ କେସିଙ୍ଗା ଆଦର୍ଶ ଥାନା ତରଫରୁ ପୋଲିସ ସଚେତନତା ଶିବିର... Read more
ବହଳଦା କଲେଜ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଚୋରSunil Chandra NayakAugust 3, 2022 by Sunil Chandra NayakAugust 3, 20220 ମୟୂରଭଞ୍ଜ:-୦୩/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବ୍ଳକ ଅଫିସ ସନ୍ନିକଟ ବହଳଦା ଧିରଜଲାଲ କଲେଜ ରେ ଜୀବ ବିଜ୍ଞାନ ପ୍ରଦର୍ଶକ ଭାବେ... Read more
ପାଓ୍ବାର ଟିଲର ଦୁର୍ଘଟଣାରେ ଚାଷୀ ଗୁରୁତରSunil Chandra NayakAugust 3, 2022 by Sunil Chandra NayakAugust 3, 20220 ମୟୂରଭଞ୍ଜ ୩/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସାନପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଖେଣ୍ଟିଦୁମା ଗ୍ରାମର ଚାଷୀ ସୁବନ ଚରଣ ମୁର୍ମୁ ଯୁବ ଚାଷୀ... Read more
କନିଅର ଫଳ ଖାଇ ବୃଦ୍ଧା ଗୁରୁତରSunil Chandra NayakAugust 3, 2022 by Sunil Chandra NayakAugust 3, 20220 ପାପଡାହାଣ୍ଡି,03/08(ମନିସ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ କନିଅର ଫଳ ଖାଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି |... Read more
ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ କରିବାକୁ ଅଣ୍ଟା ଭିଡିଛି ଜଗତସିଂହପୁର ଜିଲ୍ଲାରେ ଥିବା ପ୍ରଧାନ ଡାକଘର ସମେତ ସମସ୍ତ ଡାକଘରSunil Chandra NayakAugust 3, 2022 by Sunil Chandra NayakAugust 3, 20220 ପ୍ରତେକ ଡାକଘରେ ମିଳିବ ଜାତୀୟ ପତାକା ମାତ୍ର ୨୫ଟଙ୍କାରେ ଭାରତ ସରକାର “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ ମଣ୍ଡିତ କରିବାଲାଗି ଆଜିଠାରୁ... Read more
ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତSunil Chandra NayakAugust 3, 2022 by Sunil Chandra NayakAugust 3, 20220 ମୟୂରଭଞ୍ଜ-୩/୮/୨୨ (ମସିହା) ମଣିଷ ଜୀବନ ଦୁର୍ଲଭ । ବସ୍ତୁବାଦୀ ଦୁନିଆରେ ଅର୍ଥପିପାଷୁ ମଣିଷ ଅସତ୍ ମାର୍ଗରେ ଯାଇ ଅସତ କର୍ମରେ ନିଜକୁ ଘାଣ୍ଟି ଏକ... Read more
କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତSunil Chandra NayakAugust 3, 2022 by Sunil Chandra NayakAugust 3, 20220 କାମାକ୍ଷାନଗର,୦୩.୦୮.୨୦୨୨- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜନ୍ତାରିବୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀଯୁକ୍ତା ପ୍ରଜ୍ଞାପରମିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ... Read more
ପୂର୍ଣେଶ୍ବର ଶିବ ମନ୍ଦିରରେ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକSunil Chandra NayakAugust 3, 2022 by Sunil Chandra NayakAugust 3, 20220 ମୟୂରଭଞ୍ଜ -୩/୮/୨୨ (ମସିହା) ମାନବ କଲ୍ୟାଣ, ଧରିତ୍ରୀ ଶାନ୍ତି,ପ୍ରକୃତି ଶାନ୍ତି,କରୋନା ଦୂରୀକରଣ ତଥା ସମସ୍ତଙ୍କର ମଙ୍ଗଳ କାମନା ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ... Read more