ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

  ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ରେ ବୋହୂ ଦିନର ନିରବତା ପରେ ମାଓବାଦୀଙ୍କ ଦ୍ବାରା ଏକ ତେଲୁଗୁ ଭାଷାରେ ଲେଖାଥିବା ଲାଲ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି।ସାନ ସରପେଲି ଗାଁର ଏକ ଦୋକାନ ସାମନା ଓ ଆଲମଣ୍ଡା ଗ୍ରାମର ହନୁମାନ ମନ୍ଦିର ରେ ଲଗା ଯାଇଛି।ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସିପିଆଇ ମାଓବାଦୀ, ଶ୍ରୀକାକୁଲମ,ଛତିଶଗଡ ଓ କୋରାପୁଟ ଡିଭିଜନ ନାଁରେ ଏହି ମାଓ ବ୍ୟାନେର ଲଗାଯାଇଛି।ବିଜେଡ଼ି କର୍ମକର୍ତା, ବନ ବିଭାଗ କର୍ମଚାରୀ ଙ୍କୁ ସିଧା ସଳଖ ଧମକ ଦିଆଯାଇଥିବା ବେଳେ ଅଙ୍ଗନବାଡି ଖାଦ୍ୟ ଠିକ ରେ ବଣ୍ଟନ ହେଉ ନଥିବା ତେଲୁଗୁ ଭାଷାରେ ଅଲେଖ ରହିଛି।

ଶ୍ରୀକାକୁଲମ,ଛତିଶଗଡ ଓ କୋରାପୁଟ ଡିଭିଜନ ନାଁରେ ଏହି ମାଓ ବ୍ୟାନେର ଲଗାଯାଇଛି।ଏହା ଅସଲି ନା ନକଲି ମାଓବାଦୀଙ୍କ କାମ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣା ପଡ଼ିଛି।

ପ୍ରମୋଦ୍ କୁମାର୍ ଜେନା ଙ୍କ ରିପୋର୍ଟ୍ 

Related posts

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

Sunil Chandra Nayak

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!