ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

 ମୟୂରଭଞ୍ଜ – ୨୩/୦୬ ( ମସିହା)ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥି ଶନିବାର ଦିନ ଦାରୁବ୍ରହ୍ମ ସ୍ନାନଯାତ୍ରା ଅପରାହ୍ନ ୧ ଠାରେ ମହାପ୍ରଭୁଙ୍କ ୧୦୮ ଗରୁ ସୁବାସିତ ଜଳରେ ସ୍ନାନବେଦୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଜଳଲାଗି ଶେଷ ପରେ ମଇଲମ,ଚନଦ୍ଧ ଲାଗି, ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା ।ପରେ ନବ ବସ୍ତ୍ର ପରିଧାନ କରା ଯାଇଥିଲା । ଆକର୍ଷଣୀୟ ଗଜାନନ ବେଶରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁମାନେ ।ଜୟ ଜଗନ୍ନାଥ,,ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ମନ୍ଦିର ପରିସର ଆଲୋକ ସଜ୍ଜାରେ ଆଲୋକିତ ହୋଇଥିଲା ଜଗନ୍ନାଥ ମନ୍ଦିର । ସଂଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟକ ଜଗନ୍ନାଥ ମୁଦୁଲି ଏବଂ ତାଙ୍କ ସାଥୀଙ୍କ ଦ୍ଵାରା ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା । ରାତି ୧୦ ଟା ବେଳକୁ ସ୍ନାନବେଦୀରୁ ରତ୍ନବେଦୀ ଅଣସର ଘରକୁ ପହଣ୍ଡି କରି ଆଲର୍,ଛତ୍ର ଓ ଚାମର ସେବା ମଧ୍ୟରେ ଦିଅଁଙ୍କୁ ନିଆ ଯାଇଥିଲା ‌ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ 55ବର୍ଷୀୟ ବୟସ୍କ ମହିଳା ପ୍ରମିଳା ବେହେରା ଙ୍କ ମୃତ୍ୟୁ

Sunil Chandra Nayak

ପ୍ରକୃତିପ୍ରେମୀ ସନତ କୁମାର ସାହୁ ପାଇଲେ ପ୍ରକୃତି ମିତ୍ର ସମ୍ମାନ

masiha

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!