ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର  ସମେଇଗାଡ଼ିଆ, ଭୁବନେଶ୍ୱର-10

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର 

ସମେଇଗାଡ଼ିଆ, ଭୁବନେଶ୍ୱର-10

        ଆପଣମନେ ଜାଣି ଅତ୍ୟନ୍ତ ଖୁସି ହେବେ ଯେ ଗତବର୍ଷ ନୋଟିସ ମୁତାବକ ଆମ ବିଦ୍ୟାଳୟରେ ପାଠପଢା ସହ ନୃତ୍ୟ, ଗୀତ, ଭାଷଣ, ରଚନା ଲିଖନ, କଳା ଇତ୍ୟାଦିରେ ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସମୁଚିତ ପଦକ୍ଷେପ ନେବାକୁ ପରିଚାଳନା କମିଟି ସଂକଳ୍ପବଦ୍ଧ |କୁନି କୁନି ପିଲାମାନଙ୍କୁ ପ୍ରେରଣା ଓ ଦକ୍ଷତା ଜାଗ୍ରତ ନିମନ୍ତେ ପ୍ରତିମସାର ଶେଷ ଶନିବାର ଅଧ୍ୟାପନା ପରିବର୍ତ୍ତେ ଉପରୋକ୍ତ ପ୍ରତିଯୋଗିତାଗୁଡିକ ଆୟୋଜିତ ହେଇଥିଲା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶନିବାର ଦିନ 

ବିଦ୍ୟାଳୟ ରେ ପ୍ରାତଃଅଧିବେଶନ ସକାଳ 10ଘଟିକା 45ମିନିଟ ରେ ଅନୁଷ୍ଠିତ ହେଇଥିଲା,ଏଥିରେ ଓଡ଼ିଶା ସାହିତ୍ୟିକ ସଙ୍ଗଠନ ଭୁବନେଶ୍ୱର ଓଡ଼ିଶାର ରାଜ୍ୟ ମୁଖ୍ୟ ସମ୍ପାଦକ ପ୍ରତିଷ୍ଠାତା ଶ୍ରୀଯୁକ୍ତ ମଙ୍ଗୁଲୁୁ କୁମାର ଦାସ(ଆକାଶ) ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ରାଜ୍ୟ ମୁଖ୍ୟ ସମ୍ପାଦକ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ ତଥା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଶ୍ରୀଯୁକ୍ତ ମୂରଲୀଧର ଦଳବେହେରା,ସମ୍ପାଦକ ଶ୍ରୀଯୁକ୍ତ ମହେଶ୍ୱର ବେହେରା ଏବଂ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଶତପଥୀ ତଥା ବିଦ୍ୟାଳୟର ଗୁରୁଜୀ ଗୁରୁମାନଙ୍କର ଗହଣରେ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବିଶେଷ ଆଲୋଚନା ହୋଇ ଶେଷରେ ସଭାପତି ଶ୍ରୀଯୁକ୍ତ ମୂରଲୀଧର ଦଳବେହେରା ଧନ୍ୟବାଦ୍ ଦେଇ ସଭା ସମାପନ କରିଥିଲେ।

…………………………………..

ପ୍ରତିଯୋଗିତା ର ନାମ 

………………………

(କ )1:-ଲଘୁ ସଂଗୀତ (rhymes)ଓ ଅଭିନୟ (ଶିଶୁ ପ୍ରାରମ୍ଭ ଓ ବୋଧ )
     2:-ମୋ ପରିଚୟ (my self ):- ପ୍ରଥମ, ଦ୍ଵିତୀୟ ଓ ତୃତୀୟ )
(ଖ ):-1-ବକ୍ତୃତା -ତ୍ୟାଗୀ ଗୋପବନ୍ଧୁ 
2:-ଡ୍ର ଇଁ (ଚିତ୍ରାଙ୍କନ )-ସନ୍ଧ୍ୟା କାଳୀନ ପ୍ରାକୃତିକ ଦୃଶ୍ୟ – 4ର୍ଥ ଓ 5ମ 
(ଗ ):-ବକ୍ତୃତା -ଉତ୍କଳମଣି 
      ଚିତ୍ରାଙ୍କନ :- ପ୍ରାତଃ କାଳୀନ ପଲ୍ଲୀର 
ପ୍ରାକୃତିକ ଦୃଶ୍ୟ -6ର୍ଥ, 7th ଓ 8th 
ବି. ଦ୍ର :- ପ୍ରତ୍ୟେକ ପିଲା ପସନ୍ଦ ଅନୁସାରେ ଗୋଟିଏ ମାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ବନପଦ୍ମ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଗୁଡାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

Leave a Comment

error: Content is protected !!