ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ 

ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ 

 ନବରଙ୍ଗପୁର:(୧୨|୮)(ରବି ନାରାୟଣ ମହାନ୍ତି)-ବୋଲ ବମ ଯାଇ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ହିଁ ବାପା, ମା ମୃତ ଓ ଅଳ୍ପକେ ବର୍ତିଲେ ନାବାଳକ ପୁଅ।ସୂଚନାଥାଉକି ମୃତ ସ୍ୱାମୀ ସ୍ତ୍ରୀ ହେଲେ ପରାଚିପାରା ଡି ଏନ କେ ଗ୍ରାମର ଅଜିତ ମଜୁମଦାର ଏବଂ ତାଙ୍କ ସ୍ତ୍ରୀ ଦୀପିକା ମଜୁମଦାର, ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

masiha

୭୭ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!