ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ 

ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ 

 ନବରଙ୍ଗପୁର:(୧୨|୮)(ରବି ନାରାୟଣ ମହାନ୍ତି)-ବୋଲ ବମ ଯାଇ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ହିଁ ବାପା, ମା ମୃତ ଓ ଅଳ୍ପକେ ବର୍ତିଲେ ନାବାଳକ ପୁଅ।ସୂଚନାଥାଉକି ମୃତ ସ୍ୱାମୀ ସ୍ତ୍ରୀ ହେଲେ ପରାଚିପାରା ଡି ଏନ କେ ଗ୍ରାମର ଅଜିତ ମଜୁମଦାର ଏବଂ ତାଙ୍କ ସ୍ତ୍ରୀ ଦୀପିକା ମଜୁମଦାର, ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝା ସୁଝା କରୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶାନ୍ତପୁର ପେକ୍ସ୍ ଠାରେ ଏଜିବି ୨୦୨୩,ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

ପାନରୋମା ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଭାରତର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଡ଼.ଭବାନୀ ନିଆଲ

masiha

ଭବାନୀପାଟଣା ରେ ଖାଦ୍ୟ ସୁରକ୍ଷା ପକ୍ଷରୁ ବିଭିନ୍ନ ଦୋକାନ ରେ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!