ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭା ଯାତ୍ରା ଅଭିଯାନ       

ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭା ଯାତ୍ରା ଅଭିଯାନ                                                                   

  ଆଗଲପୁର 14/8 ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପ୍ରଶାସନ ତରଫରୁ ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରାଯାଇ ଥିଲା । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ନାଗରିକ ମାନଙ୍କ ଏକତା ,ଅଖଣ୍ଡତା ବଜାୟ ରଖିବା ପାଇଁ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରାଯାଇଛି । ବ୍ଲକ ଗୋଷ୍ଟି ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ନେତୃତ୍ତ୍ୟୁ ରେ ଉକ୍ତ କାର୍ଯ୍ୟ କ୍ରମ ଆୟୋଜିତ କରାଯାଇ ଥିଲା ।ଏହି ଅବସର ରେ ବ୍ଲକ ସମ୍ଭୁଖରୁ   ଡୁଡୁ କା ଗ୍ରାମ ର ହାଇ ସ୍କୁଲ ,ଏମ ଇ ସ୍କୁଲ୍ ର 200 ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିରାଟ ସାଇକଲ ଶୋଭାଯାତ୍ରା କରାଯାଇ ଥିଲା ।ଏହା ବ୍ଲକ ସମ୍ଭୂଖରୁ ବାହାରି ଡୁ ଡୁକ୍। ସ୍କୁଲ ଛକ , ୟୁ ପି ସ୍କୁଲ ଛକ ଦେଇ ବସ୍ତି ଭିତରେ ଥିବା ଜଗନ୍ନାଥ ମନ୍ଦିର ଦେଇ ଦୁଗ୍ଧ କେନ୍ଦ୍ର ଦେଇ ପୁଣି ବ୍ଲକ କୁ  ଫେରି ଆସିଥିଲେ ।ଏହି ଶୋଭାଯାତ୍ରା ଟି ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବି ଡି ଓ ମହାପାତ୍ର କୁଲଦୀପ ମହାନ୍ତି , ଆଗଲପୁର ମେଡିକାଲ ଅଧିକାରୀ ଡ୍ ଧୀରେନ୍ଦ୍ର ମେହେର , ଆଗଲପୁର ତହସିଲ ଦ।ର  ଚ ଏ ନୁ ଗଣ୍ଡ  ରାଲି ରେ ସାମିଲ ଥିଲେ ।ଏହି ରାଳି ରେ ପ୍ରତେକ୍ ଶାଇ କ ଲ ରେ ଜାତୀୟ ପତାକା ଓ ସ୍ଵାସ୍ଥ୍ୟ ସଚେତନ ଲେଖାଯାଇ ଥିବା ପ୍ଲା କାର୍ଡ ଲଗାଯାଇ ଥିଲା । ଏହି କାର୍ଯ୍ୟ କ୍ରମ ରେ ଜି ପି ଓ ସୌଭାଗ୍ୟ ପ ଧାନ , ଏସ ବି ଏମ୍ ଅଂଶୁମାନ ଗୁରୁ , ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର , ସହକାରୀ ଯନ୍ତ୍ରୀ ଟଙ୍କଧର କା ଲୋ , ଓଡ଼ିଶା ଜୀବିକା ମିଶନ ଅଧିକାରୀ ଜ୍ଞାନ ରଞ୍ଜନ ସ।, ବି ଏସ ଏସ ଓ ସୁଶାନ୍ତ ମହାକୁଡ଼ , ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧିକାରୀ , ବ୍ଲକ ର ଅନ୍ୟାନ୍ୟ କର୍ମ ଚାରି ସହିତ ବିଭିନ୍ନ ସ୍କୁଲ ଋ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।ଆଜିର କାର୍ଯ୍ୟ କ୍ରମ ରେ ପ୍ରବଳ ବର୍ଷା ହେଉ ଥିଲେ ହେଁ ଖାତିର ନ କରି ପ୍ରତେ କ ବିଭାଗ ର ଅଧିକାରୀ କର୍ମ୍ ଚାରି , ଅଣ  କର୍ମ୍ମ ଚାରି,ଅତିଥି , ଛାତ୍ର ଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ପୂର୍ଣ୍ଣ ଭାବେ ପାଳନ ଓ ସହଯୋଗ କରିଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପାପଡାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲିଲେ ରାଜ୍ୟପାଳ

masiha

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

masiha

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

Sunil Chandra Nayak

Leave a Comment

error: Content is protected !!