ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା 

୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା 

କଟକ : କଟକ ସଦର ୪୨ ମୌଜା ଦହି ଗାଁ ଗ୍ରାମ ଶ୍ରୀ ରାମଲୀଳା ମଣ୍ଡପ ପାଖ ପଡ଼ିଆରେ ୪୨ ମୌଜା ସାଂସ୍କୃତିକ ମହୋତ୍ସବ ଓ ସୁପର ମୀନା ବଜାର କାର୍ଯ୍ୟକ୍ରମ,ସମ୍ବର୍ଧନା ସଭା ଖୁବ୍ ଧୁମଧାମରେ ପାଲିତ ହେଉଛି । ସମ୍ବର୍ଧନା ପର୍ବ,ଆଲୋଚନା ଚକ୍ର, ଓଡ଼ିଶୀ,ସଂଗୀତ,ମ୍ୟାଜିକ ସୋ ଆଦି କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନମୋହୁଛି । ମହୋତ୍ସବ କମିଟିର ସଭାପତି ନାଟ୍ୟକାର ସନ୍ତୋଷ ପତି,ସମ୍ପାଦକ ଦୁର୍ଗା ପ୍ରସାଦ ପତି,ସୁଭକାନ୍ତ ପତି, ତୃପ୍ତି ରଂଜନ ପତି,ଶୁଭାଶିଷ ପତି ରାଧା ଗୋବିନ୍ଦ ପତି ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଏହି ମୀନା ବାଜର ଚଳିତ ମାସ ଛଅ ତାରିଖ ରୁ ଅଠର ପର୍ୟ୍ୟନ୍ତ ଚାଲୁ ରହିବ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

masiha

ଶ୍ରୀ ରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗ ଦେଲେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ

masiha

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

Leave a Comment

error: Content is protected !!