ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମଗୁଡା ବଜାର ନିକଟ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ , ଜଣେ ଗିରଫ କୋର୍ଟ ଚାଲାଣ

ଆମଗୁଡା ବଜାର ନିକଟ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ , ଜଣେ ଗିରଫ କୋର୍ଟ ଚାଲାଣ 

ବେଆଇନ ମଦ ବିକ୍ରି ହେଲା କାଳ। ଧର୍ମଗଡ ଅବକାରୀ ବିଭାଗ ର ସଫଳତା | କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖମାରହଳଦୀ ଗ୍ରାମପଞ୍ଚାୟତ ଆମଗୁଡା ବଜାର ନିକଟ ସାଗରପଡା ଯିବା ରାସ୍ତାରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ କାରବାର ଚାଳୁଥିବା ବେଳେ ଗୁରୁବାର ସକାଳ ୯ ଟା ରେ ଅବକାରୀ ବିଭାଗ ର ଏକ ଟିମ ଚଢ଼ାଓ କରିଛି।ଏହି ମାମଲା ରେ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ଡୁମେରଗୁଡା ଗା ର ପୁସ୍ତମ ଭୋଇ । ଚଡଉ ସମୟ ରେ ସେହି ସ୍ଥାନରେ ବିଦେଶୀ ମଦ ମିଳି ନ ଥିବା ବେଳେ ୧୫ ଲିଟର ଦେଶୀ ମଦ ଜବତ କରି ବେଆଇନ ଭାବରେ ମଦ ବିକ୍ରି ମାମଲା ରେ ତାଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର ହେମାକାନ୍ତ ସୁନା ସୂଚନା ଦେଇଛନ୍ତି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା

Sunil Chandra Nayak

ଜମି ବିବାଦ କୁ କେନ୍ଦ୍ର କରି ହତ୍ୟାକାଣ୍ଡ,  ବଡ଼ ଭାଇ ହତ୍ୟା କଲା ସାନ ଭାଇ କୁ

Sunil Chandra Nayak

ବିଟ୍ଟୁ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

Leave a Comment

error: Content is protected !!