ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଈ ଚୋର କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

ଗାଈ ଚୋର କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପୋଲିସ କରଙ୍ଗାମୁଣ୍ଡା ଗ୍ରାମର ଜଣେ ଗାଈ ଚୋର କୁ ଗୁରୁବାର ଅପରାହ୍ନ ୫ ଟା ରେ କୋର୍ଟ ଚାଲାଣ କରିଛି। ସୂଚନା ଥାଉ କି ଗତ ୨୪ ତାରିଖରେ କରଙ୍ଗାମୁଣ୍ଡା ଗାଁ ର ଘାସିରାମ ହଂସ ମୁକୁନ୍ଦପୁର ଗ୍ରାମର ପରମାନନ୍ଦ ମାଝୀ ଏବଂ ବୈଜଳପୁର ଗାଁ ର ଚୈତନ୍ୟ ମାଝୀ ଙ୍କ ନିତୋଟି ଗାଈ କୁ ଘରୁ ଚୋରି କରିଥିବା ଗୋଲାମୁଣ୍ଡା ଥାନା ରେ ଦୁଇ ଗାଈ ମାଲିକ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଗୋଲାମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁକୁନ୍ଦପୁର ନିକଟରୁ ଚୋର ଘାସିରାମ ହଂସ କୁ ଗିରଫ କରିଥିଲେ। ତେବେ ଗୋଲାମୁଣ୍ଡା ଥାନା କେଶ ନ ୧୪୨ /୨୪ ରେ ଘାସିରାମ ହଂସ କୁ ପୋଲିସ କୋର୍ଟ ଚାଲାଣ କରିଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି:ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ସୂଚନା

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ 

masiha

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ

Leave a Comment

error: Content is protected !!