ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଈ ଚୋର କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

ଗାଈ ଚୋର କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପୋଲିସ କରଙ୍ଗାମୁଣ୍ଡା ଗ୍ରାମର ଜଣେ ଗାଈ ଚୋର କୁ ଗୁରୁବାର ଅପରାହ୍ନ ୫ ଟା ରେ କୋର୍ଟ ଚାଲାଣ କରିଛି। ସୂଚନା ଥାଉ କି ଗତ ୨୪ ତାରିଖରେ କରଙ୍ଗାମୁଣ୍ଡା ଗାଁ ର ଘାସିରାମ ହଂସ ମୁକୁନ୍ଦପୁର ଗ୍ରାମର ପରମାନନ୍ଦ ମାଝୀ ଏବଂ ବୈଜଳପୁର ଗାଁ ର ଚୈତନ୍ୟ ମାଝୀ ଙ୍କ ନିତୋଟି ଗାଈ କୁ ଘରୁ ଚୋରି କରିଥିବା ଗୋଲାମୁଣ୍ଡା ଥାନା ରେ ଦୁଇ ଗାଈ ମାଲିକ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଗୋଲାମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୁକୁନ୍ଦପୁର ନିକଟରୁ ଚୋର ଘାସିରାମ ହଂସ କୁ ଗିରଫ କରିଥିଲେ। ତେବେ ଗୋଲାମୁଣ୍ଡା ଥାନା କେଶ ନ ୧୪୨ /୨୪ ରେ ଘାସିରାମ ହଂସ କୁ ପୋଲିସ କୋର୍ଟ ଚାଲାଣ କରିଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

Sunil Chandra Nayak

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

masiha

୩ ବାଲି ବୋଝେଇ ହାଇୱା ଜବତ  , ୯୮ ହଜାର ଜରିମାନା ଆଦାୟ 

Sunil Chandra Nayak

Leave a Comment

error: Content is protected !!