ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

ଭବାନୀପାଟଣା, ୦୭।୦୯ //  ସିଦ୍ଧି ବିନାୟକ ଗଜାନନ ହେଉଛନ୍ତି ଅଗ୍ରପୂଜ୍ୟ। ଏହି ଅବସରରେ ସ୍ଥାନୀୟ କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖ୍ୟ ବିଜ୍ଞାନ ରଞ୍ଜନ କରଙ୍କ ତତ୍ତ୍ବାବଧାନରେ ଗଣେଶଙ୍କ ପୂଜା ପାଳିତ ହୋଇଥିଲା। ଏହି ଅବସରରେ ଗଣେଶ ପୂଜାରେ କର୍ତ୍ତା ଭାବେ ଯୁକ୍ତ ୩ର ଛାତ୍ର ତନ୍ମୟ କୁମାର ପାଣିଗ୍ରାହୀ ଥିବାବେଳେ ପୂଜକ ଭାବେ ପୂର୍ବତନ ଛାତ୍ର ଦୀପକ ବେହେରା ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ କମର୍ସ ଗାଇଡେନ୍ସର +୨ ଓ +୩ ର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ 

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ ହେବା ନେଇ ସୂଚନା 

masiha

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

masiha

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

masiha

Leave a Comment

error: Content is protected !!