ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ 

ଅବକାରୀ ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ 

ଡାବୁଗାଁ, ୭/୯ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଶୁଭଙ୍କର ମହାପାତ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଛି | ବନ୍ଧକଣା ଗ୍ରାମର ନିକଟ ଜଙ୍ଗଲ ମଧ୍ୟରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇଁ ଅବକାରୀ ବିଭାଗ ଚଢାଉ କରି ୭୦ ଲିଟର ଦେଶୀ ମଦ ଓ ୧୦୦୦ କି.ଗ୍ରା. ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଡ଼ ଧରଣର ଅବକାରୀ ଚଢ଼ାଉ,  ୫ ହଜାର କିଲୋ ମହୁଲପୋଚ ନଷ୍ଟ କଲା ଅବକାରୀ ବିଭାଗ

masiha

ସ୍ପଷ୍ଟ ଦିବାଲୋକରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ଘଟଣାରେ ୫ ଡ଼କାୟତ ଗିରଫ , ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

masiha

ଗାଁ ଫେରିଲେ ଦାଦନ ହେଲେ ସର୍ଦାର ଙ୍କ ନାଲିଆଖି ରେ ଆତଙ୍କିତ ହୋଇ ପୋଲିସ ର ଦ୍ବାରସ୍ଥ 

masiha

Leave a Comment

error: Content is protected !!