ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟଙ୍କ ପୂଜା ମହାସମାରୋହରେ ପାଳିତ

ଭବାନୀପାଟଣା, ୦୭।୦୯ //  ସିଦ୍ଧି ବିନାୟକ ଗଜାନନ ହେଉଛନ୍ତି ଅଗ୍ରପୂଜ୍ୟ। ଏହି ଅବସରରେ ସ୍ଥାନୀୟ କମର୍ସ ଗାଇଡେନ୍ସ ପକ୍ଷରୁ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖ୍ୟ ବିଜ୍ଞାନ ରଞ୍ଜନ କରଙ୍କ ତତ୍ତ୍ବାବଧାନରେ ଗଣେଶଙ୍କ ପୂଜା ପାଳିତ ହୋଇଥିଲା। ଏହି ଅବସରରେ ଗଣେଶ ପୂଜାରେ କର୍ତ୍ତା ଭାବେ ଯୁକ୍ତ ୩ର ଛାତ୍ର ତନ୍ମୟ କୁମାର ପାଣିଗ୍ରାହୀ ଥିବାବେଳେ ପୂଜକ ଭାବେ ପୂର୍ବତନ ଛାତ୍ର ଦୀପକ ବେହେରା ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ କମର୍ସ ଗାଇଡେନ୍ସର +୨ ଓ +୩ ର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ 

Related posts

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

ଘଣ୍ଟମାଲ୍ ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ, ଆସନ୍ତା ମାସ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉତ୍ସବ  

masiha

Leave a Comment

error: Content is protected !!