ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ମାଁ ଡୋକରି ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଜୟପାଟଣା ପୋଲିସ ପାଖରେ ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିବା ବେଳେ ୩ ଜଣକୁ ଅଟକ ରଖିଥିବା ଜଣାପଡ଼ିଛି । ଦୁର୍ବୁର୍ତ୍ତମାନେ ମନ୍ଦିର ହୁଣ୍ଡିରୁ ଟଙ୍କା ନେଇଥିବା ଜଣାପଡ଼ିଥିବା ବେଳେ ତଦନ୍ତ ଚାଲୁ ରହିଛି । ତାଳଗୁଡ଼ ମାଁ ଡୋକରି ଅଞ୍ଚଳରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଥିବା ବେଳେ ଏଭଳି କାଣ୍ଡ ଘଟାଇ ଥିବା ଦୁର୍ବୁର୍ତ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହେଉ ବୋଲି ଭକ୍ତ ଶ୍ରଦ୍ଧାଳୁଙ୍କ ମହଲରେ ମତ ପ୍ରକାଶ ପାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ଚୋରି ଗ୍ୟାଙ୍ଗ ଆଗରେ ହାର ମାନୁଛି କି ଗୋଲାମୁଣ୍ଡା ପୁଲିସ ?  ଗୋଲାମୁଣ୍ଡା ବ୍ଲକ ରେ ବୃଦ୍ଧି ପାଇଛି, ଚୋରି ଡକାୟତି ଓ ରାହାଯାନୀ

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

masiha

Leave a Comment

error: Content is protected !!