ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

ତା -୨୦/୦୯/୨୦୨୩ ରିଖ କେନ୍ଦୁଝର ର ଅଗ୍ରିମ୍ ସ୍ୱେଚ୍ଛା ସେଵୀ ସଙ୍ଗଠନ ଲାଇଫ ସେଭର୍ଷ ଗ୍ରୁପ୍ ଟ୍ରଷ୍ଟ ର ତୃତୀୟ ବାର୍ଷିକ ଉତ୍ସବରେ ସବୁଜ ବାହିନୀ ରାଜନଗର ସଙ୍ଗଠନ ସମ୍ମାନୀତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସମ୍ମାନୀତ ଅତିଥି ଭାବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ,ସମ୍ମାନୀତ ଅତିଥି ଭାବରେ କୋରେଇ ବିଧାୟିକ ଆକାଶ ଦାସ ନାୟକ, ସମ୍ମାନୀତ ଅତିଥି ଭାବରେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବରେ ତେଲକୋଇ ବିଧାୟକ ଡ଼. ଫକିର ମୋହନ ନାୟକ ଓ ସମ୍ମାନୀତ ଅତିଥି ଭାବରେ କେନ୍ଦୁଝର ପୌରଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଯୋଗ ଦେଇଥିଲେ। ପ୍ରଥମେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ତାପରେ ସଭା ଆରମ୍ଭ ହୋଇଥିଲା,ସମାଜ ରେ ସମାଜ ସେବକ ର କି ମୂଖ୍ୟ ଭୂମିକା ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭାଷଣ ମାଧ୍ୟମରେ ବୁଝେଇ ଥିଲେ। ଆକାଶ ଦାସ ନାୟକ ଯୁବ ସମାଜ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସେ ବିଷୟ ରେ ବୁଝେଇ ଥିଲେ। ସମସ୍ତ ସମ୍ମାନୀତ ଅତିଥି ମାନେ ବି ସମାଜ ରେ ସମାଜ ସେବକ ର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝେଇ ଥିଲେ। ସର୍ବ ଶେଷରେ ସଙ୍ଗଠନ ର ମୂଖ୍ୟ ସଞ୍ଜୟ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

masiha

ବାହାରର ଟିପ୍ପର ଆରଏସପିରୁ ମାଲ ପରିବହନକୁ ବିରୋଧ କରି ରଘୁନାଥପାଲି ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ

Leave a Comment

error: Content is protected !!