ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଷ୍ଟିକ ଲେଗାଲ ସର୍ଭିସ ଏଥୁରିଟି ସେକ୍ରେଟାରୀ ନୂଆପଡ଼ା ( ଓଜେଏସ) ଙ୍କ ସହିତ ୫ ଜଣିଆ ନିରୀକ୍ଷଣ କମିଟି ଖଡ଼ିଆଳ ସବ ଜେଲ କଲେ ନିରୀକ୍ଷଣ

ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସବ ଜେଲ କୁ ଶନିବାର ଡିଷ୍ଟିକ ଲେଗାଲ ସର୍ଭିସ ଏଥୁରିଟି (ଓଜେ ଏସ ) ସସ୍ମିତା ନାୟକ (ଓଜେଏସ ) ଙ୍କ ସମେତ ଜିଲ୍ଲାପାଳ ସୁଧାଦେବ ସିଂ ଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ୫ ଜଣିଆ ନିରିକ୍ଷଣ ଦଳ ଖଡିଆଳ ସୟଂଶାସିତ ମହାର୍ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଫଣିନ୍ଦମ ସିଂ ଦେଓ, ଏହେଡ ସଂସ୍ଥାର ନିର୍ଦ୍ଦେଶକ ଡୋଳାମଣି ସିଂ ବାବୁ, ବରିଷ୍ଣୁ ଆଇନଜିବୀ ଅସିତ ଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପରମେଶ୍ବର ବାରିକ ନିରିକ୍ଷଣ କରିଥିଲେ । ଏ ଅବସରରେ ଜେଲ କଇଦି ମାନଙ୍କ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲ। ନିରୀକ୍ଷଣ ସମୟରେ ଖଡ଼ିଆଳ ସବ ଜେଲ ର ଜେଲର ବଳରାମ ବିଶି ମାଝୀ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମମତା ଶତପଥୀ ଙ୍କ କବିତା ଜଗନ୍ନାଥଙ୍କ ବାର୍ତ୍ତା 

Sunil Chandra Nayak

ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!