ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

କାମାକ୍ଷାନଗର (ମନିସ )1/12/24 // TAKE THE RIGHT PATH TO END AIDS. ଏଡ଼ସ୍ ର ଭୟାବହତା କୁ ଦୃଷ୍ଟିରେ ରଖି ଆମେ ସଠିକ୍ ପଥରେ ଅଗ୍ରସର ହେଲେ ଏହାକୁ ମୂଳୋତ୍ପାଟନ କରିପାରିବା । AIDS ର ଚିକିତ୍ସା ନିମିତ୍ତ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ଔଷଧ ବାହାରି ପାରିନାହିଁ । ଏଡ଼ସ୍ ର ବହୁବିଧ କାରଣ ମଧ୍ୟରୁ କିଛି : ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା, AIDS ରେ ଆକ୍ରାନ୍ତ ମା ଠାରୁ ଜନ୍ମିତ ସନ୍ତାନ ବି ଏଥିରେ ଆକ୍ରାନ୍ତ ହେବା, ଅଶୋଧିତ ଛୁଞ୍ଚି ବ୍ୟବହାର କରିବା, କେତେକାଂଶରେ TATOO କୁଟାଇବା,ଏକାଧିକ ବ୍ୟକ୍ତି ଗୋଟିଏ ସିରିଞ୍ଜରେ DRUGS ନେବା, ଏଥିରେ ଆକ୍ରାନ୍ତ ବ୍ୟକ୍ତି ଠାରୁ ରକ୍ତ ଗ୍ରହଣ କରିବା ଇତ୍ୟାଦି… KNOW AIDS FOR NO AIDS…. 

    ଏହି ଦିବସ ପାଳନ ଅବସରରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,କାମାକ୍ଷାନଗର ର ଏନସିସି କ୍ୟାଡେଟ ମାନେ ଆୟୋଜନ କରିଥିଲେ ସଚେତନତା ଶୋଭାଯାତ୍ରା । NCC Officer Duryodhan Sahoo ଙ୍କ ପରିଚାଳନାରେ କ୍ୟାଡେଟ ମାନେ କାମାକ୍ଷାନଗର ସହର ପରିକ୍ରମା କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକର ସିମାନ୍ତ ବର୍ତ୍ତି ୫ଟି ଗ୍ରାମକୁ ରାସ୍ତା ନାହିଁ , କାନ୍ଧ ରେ ବୋହି ନେବାକୁ ପଡୁଛି ଦୁଇ ଚକିଆ ଯାନ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ର ଆଲୋଚନା ଚକ୍ର

masiha

ଶୋକସଭା ଅନୁଷ୍ଠିତ

masiha

Leave a Comment

error: Content is protected !!