ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

କାମାକ୍ଷାନଗର (ମନିସ )1/12/24 // TAKE THE RIGHT PATH TO END AIDS. ଏଡ଼ସ୍ ର ଭୟାବହତା କୁ ଦୃଷ୍ଟିରେ ରଖି ଆମେ ସଠିକ୍ ପଥରେ ଅଗ୍ରସର ହେଲେ ଏହାକୁ ମୂଳୋତ୍ପାଟନ କରିପାରିବା । AIDS ର ଚିକିତ୍ସା ନିମିତ୍ତ ଆଜି ପର୍ଯ୍ୟନ୍ତ କୌଣସି ଫଳପ୍ରଦ ଔଷଧ ବାହାରି ପାରିନାହିଁ । ଏଡ଼ସ୍ ର ବହୁବିଧ କାରଣ ମଧ୍ୟରୁ କିଛି : ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା, AIDS ରେ ଆକ୍ରାନ୍ତ ମା ଠାରୁ ଜନ୍ମିତ ସନ୍ତାନ ବି ଏଥିରେ ଆକ୍ରାନ୍ତ ହେବା, ଅଶୋଧିତ ଛୁଞ୍ଚି ବ୍ୟବହାର କରିବା, କେତେକାଂଶରେ TATOO କୁଟାଇବା,ଏକାଧିକ ବ୍ୟକ୍ତି ଗୋଟିଏ ସିରିଞ୍ଜରେ DRUGS ନେବା, ଏଥିରେ ଆକ୍ରାନ୍ତ ବ୍ୟକ୍ତି ଠାରୁ ରକ୍ତ ଗ୍ରହଣ କରିବା ଇତ୍ୟାଦି… KNOW AIDS FOR NO AIDS…. 

    ଏହି ଦିବସ ପାଳନ ଅବସରରେ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ,କାମାକ୍ଷାନଗର ର ଏନସିସି କ୍ୟାଡେଟ ମାନେ ଆୟୋଜନ କରିଥିଲେ ସଚେତନତା ଶୋଭାଯାତ୍ରା । NCC Officer Duryodhan Sahoo ଙ୍କ ପରିଚାଳନାରେ କ୍ୟାଡେଟ ମାନେ କାମାକ୍ଷାନଗର ସହର ପରିକ୍ରମା କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୌର ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

କାମାକ୍ଷାନଗର ଶିଵୁଳାପଶି ସ୍ଵପ୍ନେଶ୍ବର ପୀଠରେ ବସିଲା ଚଳିତ ବର୍ଷର ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ଆଖ ପାଖ ୨୪ ଖଣ୍ଡ ଗାଁ ର ମୂରବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି 

Sunil Chandra Nayak

ଜୁନାଗଡ଼ରେ ଆଦିବାସୀ ସମାଜର ରାଲି ଓ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!