ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶାର ୧୦ମ ପ୍ରତିଷ୍ଠା ଦିବସ 

ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶାର ୧୦ମ ପ୍ରତିଷ୍ଠା ଦିବସ 

କଟକ : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶା(ବିସିଟି)ର ୧୦ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଯାଜପୁର ଜିଲ୍ଲା ବରୀ ବ୍ଲକ ଗମୁ ଅନ୍ତର୍ଗତ ସୈନିକ ବିଦ୍ୟାଳୟରେ ଚଳିତ ମାସ ଡିସେମ୍ବର ୧୫ ତାରିଖ (ରବିବାର) ଦିନ ଅନୁଷ୍ଟିତ ହେବାକୁ ଯାଉଛି । ଏଥିସହ ରକ୍ତଦାନ ସମ୍ପର୍କରେ ଜନ ସଚେତନତା ଧର୍ମୀ ନାଟକ,ସମ୍ବର୍ଧନା ସଭା ଆଦି ଅନୁଷ୍ଟିତ ହେବ । ଏହି ମହତ୍ ସେବା କାର୍ଯ୍ୟରେ ଉପସ୍ଥିତ ରହିବା ସହିତ ପାଞ୍ଚ ଜଣ ରକ୍ତ ବୀରଙ୍କୁ ସାଥିରେ ଆଣିବାକୁ ପ୍ରତିଷ୍ଠାତା ସମାଜସେବୀ ଇଂ.ବିମଳ ଚଂଦ୍ର ଦାସ ସାଧାରଣରେ ନିବେଦନ କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବୋଡ଼େନ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୂର ରେ ଏକ ନିର୍ବାଚନ ସମାପିତ ହୋଇଛି

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

Sunil Chandra Nayak

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

Sunil Chandra Nayak

Leave a Comment

error: Content is protected !!