ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସିଭିଲ କୋଟ ପରିଷଦରେ ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ 

ଢେଙ୍କାନାଳ ସିଭିଲ କୋଟ ପରିଷଦରେ ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ 

ଢେଙ୍କାନାଳ (ମନିସ )14/12/24 // ଏହି ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ସହଜରେ କରାଯାଇଛି। ସମସ୍ତ ଜିଲ୍ଲାସ୍ତରୀୟ ଓ ତାଲୁକ ସୁରୀୟ ବିଚାର ବିଭାଗୀୟ କୋଟପରିଷରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେଉଛି । ତେଣୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକମାନେ ନିଜନିଜର ଅଭିଯୋଗ ନେଇ ଆସିଥିବାବେଳେ ଉପସ୍ଥିତ ବିଚାର ବିଭାଗୀୟ ଅଧିକାରୀମାନେ ଏହାର ସମାଧାନ କରୁଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଷ୍ଣୁ ମହାନ୍ତି ଙ୍କ ବିୟୋଗ ରେ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଶୋକସଭା   

ରାଜ୍ୟ ବର୍ଣ୍ଣାଳୀ ଟିମ ର ବିଦ୍ୟାଳୟ ପରିଦର୍ଶନ – ସଚେତନତା ଓ ସ୍ଥିତି ପରଖିବା            

Sunil Chandra Nayak

କେନ୍ଦୁଝରରେ ବିଶ୍ବ ହିନ୍ଦୁ ପରିଷଦର ଭଦ୍ରାସାହି ଛକ ର ବନ୍ଦର ପ୍ରଭାବ, ସକାଳରୁ ବନ୍ଦ ଯାନଚଳାଚଳ ଓ ବ୍ୟାପାରବାଣିଜ୍ୟ

Sunil Chandra Nayak

Leave a Comment

error: Content is protected !!