ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ଙ୍କ ଆଶ୍ରୟ ସ୍ଥଳୀ ଅପନା ଘରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଜଗତ ପୁର -: ଅଦ୍ୟ ତା 27.03.23ରିଖ ସୋମବାର ଜଗତପୁର ଇମାମନଗର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ମାନସିକ ଭିନ୍ନକ୍ଷମ ଙ୍କ ଆଶ୍ରୟ ସ୍ଥଳୀ ଅପନା ଘର ,ଜଗତପୁର , ଅନ୍ତେବାସୀ ଙ୍କ ପକ୍ଷରୁ ଭଜନ କୀର୍ତ୍ତନ କରିବା ସହିତ ମନ୍ଦିର ରେ ପ୍ରସାଦ ସେବନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ଭାବରେ କମ୍ପି ଉଠିଥିଲା।  ଅନୁଷ୍ଠାନର ପ୍ରମୁଖ ପରିଚାଳକ ଶ୍ରୀଯୁକ୍ତ ଅନାଦି ଚରଣ ବେହେରା ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା !! ଏହି କାର୍ଜ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ତଥା ବିଶିଷ୍ଟ ସମାଜ ସେବି ସୁଖଦେବ୍ ଅଗ୍ରୱାଲ ଯୋଗଦେଇ ଅନ୍ତେବାସିଙ୍କ ଉତୋରତ୍ତର ଉନ୍ନତି କାମନା କରିଥିଲେ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ୍ ରିପୋର୍ଟ

Related posts

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

Sunil Chandra Nayak

ରାୟଗଡ଼ରେ ୧୫ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଥମଥର ପାଇଁ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଶିକ୍ଷକ ନିଯୁକ୍ତି; ସମାନ ସୁଯୋଗର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ

Sunil Chandra Nayak

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!