ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସିଭିଲ କୋଟ ପରିଷଦରେ ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ 

ଢେଙ୍କାନାଳ ସିଭିଲ କୋଟ ପରିଷଦରେ ୪ର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ 

ଢେଙ୍କାନାଳ (ମନିସ )14/12/24 // ଏହି ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ସହଜରେ କରାଯାଇଛି। ସମସ୍ତ ଜିଲ୍ଲାସ୍ତରୀୟ ଓ ତାଲୁକ ସୁରୀୟ ବିଚାର ବିଭାଗୀୟ କୋଟପରିଷରରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେଉଛି । ତେଣୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକମାନେ ନିଜନିଜର ଅଭିଯୋଗ ନେଇ ଆସିଥିବାବେଳେ ଉପସ୍ଥିତ ବିଚାର ବିଭାଗୀୟ ଅଧିକାରୀମାନେ ଏହାର ସମାଧାନ କରୁଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

masiha

Leave a Comment

error: Content is protected !!