ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରହେନମାଲ ଗାଁରେ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟନ

ରହେନମାଲ ଗାଁରେ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟନ 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ରହେନମାଲ ଗାଁରେ ଶ୍ରୀ ଗଣେଷ କୃଷକ ଉତ୍ପାଦନ କମ୍ପାନୀ ଦ୍ୱାରା ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟନ ହୋଇଯାଇଛି |ଯେଉଁଥିରେ ସାଂସଦ ପ୍ରତିନିଧି ମାଧବ ସାଏ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଥି, ସୁନନ୍ଦୀ ସାହୁ, ସନ୍ତୋଷ ବିଶ୍ୱାଳ ରାଧେଶ୍ୟାମ ଦାସ, ଯତୀନ କୁମାର ପାତ୍ର,ରାଜେଶ୍ୱରୀ ଭୋଇ, ଯୋଶବନ୍ତ ନାଏକ, ଆଲୋକ ନାଏକ ନେହାଳିନୀ ଭୁୟାନ ପ୍ରମୁଖ ମଞ୍ଚାସିନ ଥିବାବେଳେ ଯତୀନ କୁମାର ପାତ୍ର ସଭାପରିଚାଳନା କରିଥିଲେ |ଆଗାମୀ ଦିନରେ କେମିତି ସ୍ଥାନୀୟ ଅଂଚଳ ରେ ମାଣ୍ଡିଆ ର ଅଭିବୃଦ୍ଧି ହେବ ସେନେଇ ଉପସ୍ଥିତ ଅତିଥି ମାନେ ମାତବ୍ୟକ୍ତ କରିଥିଲେ |ଏବଂ କମ୍ପାନୀ ଦ୍ୱାରା କିଛି ଚାଷୀ ଙ୍କ ମାଣ୍ଡିଆ ମଧ୍ୟ୍ୟ କ୍ରୟ କରାଗଲା।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

masiha

Leave a Comment

error: Content is protected !!