ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

 ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ୩୫୩ ଜାତୀୟ ରାଜପଥର ଖଡ଼ିଆଳ ରାଣୀପୁର ଗାଁ ନିକଟରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା l ଘଟଣାସ୍ଥଳରେ ବାଇକ ଆରୋହୀ ମୃତ l ମୃତ ବାଇକ ଆରୋହୀ ଜଣକ ହେଲେ ଅବସର ପ୍ରାପ୍ତ ଫୋରେଷ୍ଟ ଖଡ଼ିଆଳ ନୀଳଜୀ ବନ୍ଧ ପଡ଼ାର ଡିଙ୍ଗର ହଂସ l ଖବରପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇଛି l 

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

masiha

୩ ସ୍ବେଛାସେବୀଙ୍କ ରକ୍ତଦାନ ପାଇଁ ବଞ୍ଚିଲା ୩ ଜଣଙ୍କ ଜୀବନ 

Sunil Chandra Nayak

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!