ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ଏ.ପି.ଏଲ ମ୍ୟାଚ

ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ପକ୍ଷରୁ ଏ.ପି.ଏଲ ମ୍ୟାଚ

କଟକ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବାବୁଜଙ୍ଗ ଠାରେ ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏ.ପି.ଏଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କଟକ ସଦରର ଅଗ୍ରୀଣ ସାମାଜିକ ସଂଗଠନ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଯୋଗଦେଇ ବିଜୟୀ ଓ କୃତ୍ବୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଏହି ଅବସରରେ ନ୍ୟାସନାଲ ସ୍ପୋର୍ଟିଙ୍ଗ କ୍ଲବର ସଦସ୍ୟ ଓ ସ୍ଥାନୀୟ ଯୁବ ବନ୍ଧୁ ମାନେ ଶ୍ରୀ ନାୟକଙ୍କୁ ମୋଟର ସାଇକେଲ ରାଲିରେ ଖେଳ ପଡିଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଓ ଆୟୋଜକ ବନ୍ଧୁ ମାନେ ଶ୍ରୀ ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

Sunil Chandra Nayak

ଜାରିତାଣ୍ଡିରେ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ମହେଶ ହେମ୍ବ୍ରମ ଷ୍ଟ୍ରାଇକର ଚମ୍ପିୟାନ

Sunil Chandra Nayak

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!