ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ୟାନସର ରେ ଜୀବନ ହାରିଲେ ପୁଷ୍ପଲତା,ତିନୋଟି ଶିଶୁ ଅନ୍ଧକାରରେ 

କ୍ୟାନସର ରେ ଜୀବନ ହାରିଲେ ପୁଷ୍ପଲତା,ତିନୋଟି ଶିଶୁ ଅନ୍ଧକାରରେ 

ଢେଙ୍କାନାଳ (ମନିସ )25/1/25 // ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକର ଛେଳିଆପଡା ଗ୍ରାମର ପ୍ରାଣବନ୍ଧୁ ରାଉତଙ୍କ ଧର୍ମ ପତ୍ନୀ ପୁଷ୍ପଲତା ରାଉତଙ୍କର ବୟସ ୩୬ବର୍ଷ କାଲି ରାତ୍ର ୭,୩୦ମିନିଟି ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି, ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସ୍ଵାମୀ ପୁଅ ଝିଅ ଶାଶୁ ଜାଆ ଦିଅର ଦେଢଶୁରଓ ପରିବାର ବର୍ଗ,ବନ୍ଧୁ ପରିଜନ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେ ଜଣେ ଅତ୍ୟନ୍ତ ସ୍ନେହୀ,ଅମାୟିକ, ପରୋପକାରୀ, ଧ ର୍ମପ୍ରାଣ, ସଦଗୁଣଧାରୀ ଓ ନିର୍ଭୀକ ଶାନ୍ତ ସରଳ ଭଲ ମଣିଷ ଭାବରେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି । ତାଙ୍କ ବିୟୋଗରେ ଛେଳିଆବେଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଓଡ଼ାପଡ଼ା ବ୍ଳକରେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ୱର 26 ରୁ 30 ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

masiha

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!