ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲୋକ ମାଳାରେ ଝୋଲୋସିଲା ମୋରଣ୍ଡା ଟୁସୁ ମେଳା । ଆଦିବାସୀ ନୃତ୍ୟରେ କମ୍ପିଲା ସାରା ପୋଡ଼ିଆ 

ଆଲୋକ ମାଳାରେ ଝୋଲୋସିଲା ମୋରଣ୍ଡା ଟୁସୁ ମେଳା । ଆଦିବାସୀ ନୃତ୍ୟରେ କମ୍ପିଲା ସାରା ପୋଡ଼ିଆ 

ମୟୂରଭଞ୍ଜ —–ଦିନ ଥିଲା ମୟୁରଭଞ୍ଜ ର ଗର୍ବ କହିଲେ ବୁଝାଯାଏ କୁଡୁମୀ ଏବଂ ସାନ୍ତାଳ ସମ୍ପ୍ରଦାୟର ମୁଖ୍ୟ ଗଣ ପର୍ବ ମକର ସଂକ୍ରାନ୍ତି । ପ୍ରତି ଗାଁରେ ଢୋଲ ମାଦଳର ତାଳେ ତାଳେ ନାଚନ୍ତି ଉଭୟ ପୁରୁଷ ଓ ମହିଳା । ସେହିପରି ଆଜି ସମାଜ ସେବି ନକୁଳ ଚନ୍ଦ୍ର ପାଲଙ୍କ ତତ୍ତ୍ୱାବଧାନରେ ସମାଜର ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ପାଇଁ ଦିର୍ଘ୍ୟ ଦିନ ଧରି ଜାମଦା ବ୍ଲକ ଅନ୍ତର୍ଗତ ମୋରଣ୍ଡା ଗ୍ରାମପଞ୍ଚାୟତରେ ଆଜି ଏକ ବିରାଟ ଟୁସୁ ପର୍ବ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋରଣ୍ଡା ସରପଞ୍ଚ କାପୁରା ମାରାଣ୍ଡି , ସମାଜ ସେବୀ ସୋମେଇ ମାରାଣ୍ଡି , ଅର୍ଜୁନ ପାଲ ପ୍ରମୁଖ ଉପସ୍ଥିତ ହୋଇ ଟୁସୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରଖିଥିବା ଦଲକୀ ଦଳକୁ ପ୍ରଥମ ସ୍ଥାନ , ମୋରଣ୍ଡା ଦଳକୁ ଦ୍ବିତୀୟ , ସମାଜ ସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାନ୍ତ ବିଜେତା ଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପରିଶେଷରେ ଆୟୋଜିତ କମିଟି ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

masiha

ତେନ୍ତୁଳିଖୁଣ୍ଟି ଥାନା ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନ ମାନର, ବିଭାଗୀୟ ଯନ୍ତ୍ରୀ ଙ୍କ ଦେଖା ନାହିଁ, ମିସ୍ତ୍ରୀ ଙ୍କ ନିଜ ଇଚ୍ଛାରେ ଚାଲୁଛି କାମ

masiha

ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ତିନି ଦିନିଆ ସ୍ଵତନ୍ତ୍ର ଶିବିର 

Sunil Chandra Nayak

Leave a Comment

error: Content is protected !!