ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକପୁର ଗାଁ ରେ ମାଛଖିଆ କାର୍ଯ୍ୟକ୍ରମ /ଲାଗେନେ ଏନେଜ ରେ ମାଣିକପୁର ଗାଁ ଦୁଲକିଲା

ମାଣିକପୁର ଗାଁ ରେ ମାଛଖିଆ କାର୍ଯ୍ୟକ୍ରମ /ଲାଗେନେ ଏନେଜ ରେ ମାଣିକପୁର ଗାଁ ଦୁଲକିଲା

  ମୟୂରଭଞ୍ଜ- ୧୦/୦୪ // ମୟୁରଭଞ୍ଜର ବାମନଘାଟି ଉପଖଣ୍ଡ ଅଂଚଳରେ ଆଦିବାସୀମାନେ ବେଶ କିଛି ବର୍ଷ ଧରି ଭିନ୍ନ ଏକ ପରମ୍ପରାକୁ ଆଦରି ନେଇଛନ୍ତି l ଯାହାକି ମାଛଖିଆ ଉତ୍ସବ ନାମରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଅଛି lପ୍ରତିବର୍ଷ ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର ମାଣିକପୁର ଗାଁ ରେ ଥିବା ବଡ଼ ପୋଖରୀ ରେ ମାଛ ଛାଡ଼ନ୍ତି l ମାଣିକ ପୁର ଗାଁ ରେ 4ଟି ସାହି ବଡ଼ସାହି, ଆହାର ଟଲା, ହୁଟୁବ ସାହି, ବାଳେ ସାହି ସବୁ ସାହି ଏକାଠି ହୋଇ ମାଛ ଖିଆ ଉତ୍ସବ ଧାର୍ଯ୍ୟ କରନ୍ତି l ଗାଁ ର ସବୁ ପରିବାର ନିଜ ନିଜ ସମ୍ପର୍କୀୟ ଏବଂ ବନ୍ଧୁ ବାଦ୍ଧ ଙ୍କୁ ଡାକିଥାନ୍ତି l ମାଣିକ ପୁର ଗାଁ ଟି ମାଛଖିଆ ପାଇଁ ବହୁତ ଚର୍ଚ୍ଚା ରେ ଥାଏ lରାତ୍ରି ମନୋରଂଜନ ପାଇଁ ତିନି ସାହି ରେ ଯଥା ବଡ଼ ସାହି, ଆହାର ଟଲା ଏବଂ ହୁଟୁବ ସାହି ରେ ଲାଗେନେ ଏନେଜ ହେପ୍ରୱା ରଖା ଯାଇଥିଲl l ଶେଷରେ ବିଜେତା ଙ୍କୁ ପୁରସ୍କାର ଦିଆଯାଇଥିଲା l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

Sunil Chandra Nayak

ସାଂସଦ ଖେଳ ମହୋତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଫଳତା.

Sunil Chandra Nayak

ଜୀବନ ସଂଘର୍ଷ ରେ ଉଦାହରଣ ସାଜିଲେ ପ୍ରେମା 

masiha

Leave a Comment

error: Content is protected !!