ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଏକତା ସଂଘ ର ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ 

ଛାତ୍ର ଏକତା ସଂଘ ର ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ 

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡ଼ିଗ୍ରୀ କଲେଜ ରେ ଏକ ଯୁବ ଛାତ୍ର ର ପ୍ରୟାସ ରେ ସଙ୍ଘଠନ ଗଠିତ କଳାହାଣ୍ଡି ଛାତ୍ର ସଂଘ ର ସହକାରୀ ସମ୍ପାଦକ ତଥା ମରାମପୁର ମହାବିଦ୍ୟାଳୟ ଛାତ୍ର ଶ୍ରୀ ପ୍ରଜ୍ଞାନ ସ୍ୱାଇଁ ଏକ ମିଳିତ ଛାତ୍ର ଏକତା ସଂଘ ଗଠନ କରିଛନ୍ତି ଯେଉଁଥିରେ ନିଜେ ପ୍ରଜ୍ଞାନ ସ୍ୱାଇଁ ( ଡେପୁଟି ସେକ୍ରେଟାରୀ, KSU) ଏବଂ ବିକାଶ ରଞ୍ଜନ ମହାକୁଡ଼ , କମିଟି ସଭାପତି ସୁବ୍ରତ ସେନାପତି,ଶୁଭମ ଭୋଇ,ରାଜୀବ ଦେହେରି,ସୁମନ୍ତ ରାଣା,ପ୍ରିନ୍ସ ଜାଳ,ତନ୍ମୟ ନାଇକ,ରଞ୍ଜନ କୁମାର ସାହୁ, ଦେବେନ୍ଦ୍ର ବାଗରଟି,ନରେଶ ଭୋଇ ଏବଂ ଅନ୍ୟ ସଦସ୍ୟ ମାନେ ମଧ୍ୟ ସଂଗଠନ ର ମୂଳ ଭୂମିକା ରେ ରହିଛନ୍ତି, ଏହି ସଂଗଠନ ନିସ୍ଵାର୍ଥପର ଭାବରେ ଭଲ କାମ କରୁଛନ୍ତି |

ଦିଲୀପ କୁମାର୍ ମିଶ୍ର ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ‘ ସୁଶାସନ ଦିବସ ‘ ପାଳନ

masiha

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

masiha

Leave a Comment

error: Content is protected !!