ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

 ମୟୂରଭଞ୍ଜ – ୦୨/୦୫ ରିଲାଇନ୍ସ କମ୍ପାନୀର ଫ୍ରାଞ୍ଚାଇଜ ମେନେଜର ଅର୍ଜୁନ ପାତ୍ର ଫିତା କାଟି ଷ୍ଟୋରର ଶୁଭରାମ୍ଭ କରିଥିଲେ ! ଅତିଥି ଭାବେ ଜିଓ ମାର୍ଟ ଡିଜିଟାଲ ଲିଡ଼ ଅମୀୟ ମହାନ୍ତି ଓ ଜିଓ ମାର୍ଟ ଡିଜିଟାଲ ଅଫିସର ଗଗନ ମହାନ୍ତ ଯୋଗଦେଇଥିଲେ ! ଜିଓମାର୍ଟ ଡିଜିଟାଲ ଷ୍ଟୋରରେ ଆଇଫୋନ ଓ ଆଣ୍ଡରୋଏଡ଼ ସ୍ମାର୍ଟ ମୋବାଇଲ ,ଏଲଇଡ଼ି ଟିଭି, ଲାପଟପ, ଟାବଲେଟ,ପ୍ରିଣ୍ଟର,ଏସି, ଫ୍ରିଜ, କୁଲର, ୱାସିଙ୍ଗ ମେସିନ, କ୍ୟାମେରା, ଅଡିଓ ସିଷ୍ଟମ ,ଷ୍ଟୋରେଜ ଡିଭାଇସ,ଘରୋଇ ଓ ରୋଷେଇ ଉପକରଣ, ମୋବାଇଲ ଓ କମ୍ପ୍ୟୁଟରର ଉପକରଣ ଇତ୍ୟାଦି ମିଳିବ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରେ ଆପଣ ସମସ୍ତ ପ୍ରକାର ଜିନିଷ କିସ୍ତି ଆକାରରେ ନେଇ ପାରିବେ ! ପେପର ଫାଇନାନ୍ସ ସୁବିଧା ସହ କ୍ରେଡିଟ ଡେବିଟ କାର୍ଡ ବ୍ୟବହାର କରି EMI କରିପାରିବେ ! ଗାଁକୁ ନିଜ ବନ୍ଧୁବାନ୍ଧବଙ୍କୁ ଗିଫ୍ଟ କରିବା / ଜିନିଷ ପଠାଇବା ନେଇ ଚିନ୍ତିତ ଅଛନ୍ତି କି, ଜିଓମାର୍ଟ ଦୂର କରିବ ଆପଣଙ୍କ ଚିନ୍ତା, ଭାରତର ଯେକୌଣସି ପିନ କୋଡ଼ରେ ବିନା ପରିବହନ ଖର୍ଚରେ ଜିଓ ମାର୍ଟ ପହଞ୍ଚାଇବ ଆପଣଙ୍କ ଜିନିଷ ! ଆପଣ କିସ୍ତିରେ ନିଅନ୍ତୁ ବା ନଗଦ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରେ ପ୍ରତେକ ଦିନ ଡିଜିଟାଲ ପେମେଣ୍ଟ ଓ ଫାଇନାନ୍ସ ଉପରେ କିଛି ନା କିଛି ଅଫର ଓ ଡ଼ିସକାଉଣ୍ଟ ସୁବିଧା ରହିଅଛି ! ବ୍ରାଣ୍ଡ ଅଫର,ଫାଇନାନ୍ସ ଓଫର, କୁପନ ଡ଼ିସକାଉଣ୍ଟ ଓ ପର୍ବପର୍ବାଣୀ ଅଫର ମଧ୍ୟ ରହିଅଛି ! ଅନଲାଇନରେ ପସନ୍ଦ ଆସେ ଜିନିଷ ହେଲେ ମଗେଇବାକୁ ଲାଗେ ଭୟ ! ଆପଣଙ୍କ ସେହି ପସନ୍ଦର ଜିନିଷ ଜିଓମାର୍ଟ ଅଫଲାଇନ ଷ୍ଟୋରରେ ଆପଣ ଅର୍ଡର କରି ନେଇ ପାରିବେ ! ଜିଓମାର୍ଟ ଯୋଗାଇବ ଅନଲାଇନରୁ ବଢିଆ ଓ ଅନଲାଇନରୁ ଶସ୍ତା, ତେବେ ଡେରି କାହିଁକି ଆଜି ହିଁ ଯାଅନ୍ତୁ ଓ ଅର୍ଡର କରନ୍ତୁ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରୁ ନେଇଥିବା ଜିନିଷ ଛୋଟ ହୋଉ କି ବଡ଼, ସେକେଣ୍ଡ ବ୍ରାଣ୍ଡ ହେଉ କି ଟପ ବ୍ରାଣ୍ଡ ଦାମୀ ହେଉକି କମ ଦାମ ସମସ୍ତ ଜିନିଷ ଉପରେ ୱାରେଣ୍ଟି ସର୍ଭିସ ରହିବ ! ଭାରତର ସବୁଠୁ ବଡ଼ ସର୍ଭିସ ପ୍ରଦନାକାରୀ ସଂସ୍ଥା ରିଲାଇନ୍ସ ରେସ୍କୁ (Reliance Resq) ଯୋଗାଇବ ସର୍ଭିସ, ଯାହା ଭାରତର ସମସ୍ତ ଜିଲ୍ଲାରେ ଉପଲବ୍ଧ ! Reliance Resq ଯାହାର ଏକମାତ୍ର ଲକ୍ଷ୍ୟ ବିକ୍ରୟ ପରେ ଉତ୍ତମ ସେବା ପ୍ରଦାନ !

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡିଶା ଶିଳ୍ପସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ

Sunil Chandra Nayak

ସ୍ବର୍ଗତ ଶିବରାମ ପାତ୍ରଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

masiha

ରାଇରଙ୍ଗପୁରରେ କାଶୀନାଥ ବୈଦ୍ୟ ସଂଘ ଆନୁକୁଲ୍ୟରେ ଧନ୍ବନ୍ତରୀ ଦିବସ ପାଳିତ

masiha

Leave a Comment

error: Content is protected !!