ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !
ମୟୂରଭଞ୍ଜ – ୦୨/୦୫ ରିଲାଇନ୍ସ କମ୍ପାନୀର ଫ୍ରାଞ୍ଚାଇଜ ମେନେଜର ଅର୍ଜୁନ ପାତ୍ର ଫିତା କାଟି ଷ୍ଟୋରର ଶୁଭରାମ୍ଭ କରିଥିଲେ ! ଅତିଥି ଭାବେ ଜିଓ ମାର୍ଟ ଡିଜିଟାଲ ଲିଡ଼ ଅମୀୟ ମହାନ୍ତି ଓ ଜିଓ ମାର୍ଟ ଡିଜିଟାଲ ଅଫିସର ଗଗନ ମହାନ୍ତ ଯୋଗଦେଇଥିଲେ ! ଜିଓମାର୍ଟ ଡିଜିଟାଲ ଷ୍ଟୋରରେ ଆଇଫୋନ ଓ ଆଣ୍ଡରୋଏଡ଼ ସ୍ମାର୍ଟ ମୋବାଇଲ ,ଏଲଇଡ଼ି ଟିଭି, ଲାପଟପ, ଟାବଲେଟ,ପ୍ରିଣ୍ଟର,ଏସି, ଫ୍ରିଜ, କୁଲର, ୱାସିଙ୍ଗ ମେସିନ, କ୍ୟାମେରା, ଅଡିଓ ସିଷ୍ଟମ ,ଷ୍ଟୋରେଜ ଡିଭାଇସ,ଘରୋଇ ଓ ରୋଷେଇ ଉପକରଣ, ମୋବାଇଲ ଓ କମ୍ପ୍ୟୁଟରର ଉପକରଣ ଇତ୍ୟାଦି ମିଳିବ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରେ ଆପଣ ସମସ୍ତ ପ୍ରକାର ଜିନିଷ କିସ୍ତି ଆକାରରେ ନେଇ ପାରିବେ ! ପେପର ଫାଇନାନ୍ସ ସୁବିଧା ସହ କ୍ରେଡିଟ ଡେବିଟ କାର୍ଡ ବ୍ୟବହାର କରି EMI କରିପାରିବେ ! ଗାଁକୁ ନିଜ ବନ୍ଧୁବାନ୍ଧବଙ୍କୁ ଗିଫ୍ଟ କରିବା / ଜିନିଷ ପଠାଇବା ନେଇ ଚିନ୍ତିତ ଅଛନ୍ତି କି, ଜିଓମାର୍ଟ ଦୂର କରିବ ଆପଣଙ୍କ ଚିନ୍ତା, ଭାରତର ଯେକୌଣସି ପିନ କୋଡ଼ରେ ବିନା ପରିବହନ ଖର୍ଚରେ ଜିଓ ମାର୍ଟ ପହଞ୍ଚାଇବ ଆପଣଙ୍କ ଜିନିଷ ! ଆପଣ କିସ୍ତିରେ ନିଅନ୍ତୁ ବା ନଗଦ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରେ ପ୍ରତେକ ଦିନ ଡିଜିଟାଲ ପେମେଣ୍ଟ ଓ ଫାଇନାନ୍ସ ଉପରେ କିଛି ନା କିଛି ଅଫର ଓ ଡ଼ିସକାଉଣ୍ଟ ସୁବିଧା ରହିଅଛି ! ବ୍ରାଣ୍ଡ ଅଫର,ଫାଇନାନ୍ସ ଓଫର, କୁପନ ଡ଼ିସକାଉଣ୍ଟ ଓ ପର୍ବପର୍ବାଣୀ ଅଫର ମଧ୍ୟ ରହିଅଛି ! ଅନଲାଇନରେ ପସନ୍ଦ ଆସେ ଜିନିଷ ହେଲେ ମଗେଇବାକୁ ଲାଗେ ଭୟ ! ଆପଣଙ୍କ ସେହି ପସନ୍ଦର ଜିନିଷ ଜିଓମାର୍ଟ ଅଫଲାଇନ ଷ୍ଟୋରରେ ଆପଣ ଅର୍ଡର କରି ନେଇ ପାରିବେ ! ଜିଓମାର୍ଟ ଯୋଗାଇବ ଅନଲାଇନରୁ ବଢିଆ ଓ ଅନଲାଇନରୁ ଶସ୍ତା, ତେବେ ଡେରି କାହିଁକି ଆଜି ହିଁ ଯାଅନ୍ତୁ ଓ ଅର୍ଡର କରନ୍ତୁ ! ଜିଓ ମାର୍ଟ ଡିଜିଟାଲ ଷ୍ଟୋରରୁ ନେଇଥିବା ଜିନିଷ ଛୋଟ ହୋଉ କି ବଡ଼, ସେକେଣ୍ଡ ବ୍ରାଣ୍ଡ ହେଉ କି ଟପ ବ୍ରାଣ୍ଡ ଦାମୀ ହେଉକି କମ ଦାମ ସମସ୍ତ ଜିନିଷ ଉପରେ ୱାରେଣ୍ଟି ସର୍ଭିସ ରହିବ ! ଭାରତର ସବୁଠୁ ବଡ଼ ସର୍ଭିସ ପ୍ରଦନାକାରୀ ସଂସ୍ଥା ରିଲାଇନ୍ସ ରେସ୍କୁ (Reliance Resq) ଯୋଗାଇବ ସର୍ଭିସ, ଯାହା ଭାରତର ସମସ୍ତ ଜିଲ୍ଲାରେ ଉପଲବ୍ଧ ! Reliance Resq ଯାହାର ଏକମାତ୍ର ଲକ୍ଷ୍ୟ ବିକ୍ରୟ ପରେ ଉତ୍ତମ ସେବା ପ୍ରଦାନ !
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

