ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

ବନ୍ଧୁଗାଁ.୨୬/୪: ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସ୍ବାସ୍ଥ୍ୟ ସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ଏକ ପ୍ରସୁତି ମେଡ଼ିକାଲରେ ଭର୍ତ୍ତି ହେବାପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ହେବାର କିଛି ସମୟ ପରେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସ୍ଥାନାନ୍ତର ପାଇଁ ଡାକ୍ତର ଙ୍କ ଦ୍ଵାରା ରେଫରକରାଯାଇଥିବା ବେଳେ ଦୀର୍ଘ ୧୭ ଘଣ୍ଟା କାଳ ଅପେକ୍ଷା କରିବା ପରେ ମଧ୍ୟ ୧୦୮ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଶିଶୁ ପୁତ୍ରଟି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଲୋପେଟା ଗ୍ରାମର ପୁନାଲୁ ମାଣ୍ଡିଙ୍ଗି ନାମକ ଜଣେ ଗର୍ଭବତୀ ଗତ ୧୧ ତାରିଖ ଦିନ ମାଁ ଗୃହରେ ଭର୍ତ୍ତି ହୋଇଥିଲେ । ଗତ କାଲି ଅର୍ଥାତ୍ ୨୫/୪ ପ୍ରସବ ଯନ୍ତ୍ରଣା ହେବାରୁ ବନ୍ଧୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଦିନ ୧୨ଟାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ଅପରାହ୍ନ ୨ଟାରେ ତାଙ୍କୁ କୋରାପୁଟ ରେଫର୍ କରାଯାଇଥିବା ବେଳେ ଆଜି ସକାଳ ୫ ଟା ସୁଧା ଆମ୍ବୁଲାନ୍ସଟି ପହଞ୍ଚି ପାରିନଥିବାରୁ ଶିଶୁ ପୁତ୍ରକୁ ହରାଇଥିବା ଅଭିଯୋଗ ହୋଇଛି । ପ୍ରସୁତିଙ୍କ ସ୍ବାମୀ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଏହି ପରିବାର ଗରୀବ ଆଦିବାସୀ ଶ୍ରେଣୀର ହୋଇଥିବା ଜଣାଯାଇଛି । ଦୀର୍ଘ ୩ ବର୍ଷ ହେଉଛି ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସ ସେବା ନାହିଁ।  ପାଖରେ ଥିବା ନାରାୟଣପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମଧ୍ୟ ଆମ୍ବୁଲାନ୍ସ ନ ଥିବାରୁ ବିଶେଷ କରି ବନ୍ଧୁଗାଁ ବ୍ଲକ ନିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଆମ୍ବୁଲାନ୍ସ ସେବା ଆମ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି ଙ୍କୁ ଜଣାଇଲେ ମଧ୍ୟ ଅଜଣା ଭାବରେ ନିରବ ରହିବା ବ୍ଲକ ବାସୀଙ୍କୁ ନିରାଶ କରିଛି।ବିକାଶ କରୁଥିବା ସରକାର ଆନ୍ଧ୍ର ସୀମାନ୍ତ ବ୍ଲକ କୁ ଆମ୍ବୁଲାନ୍ସ ନ ଦେଇ ଯେଉଁ ଠାରେ ଆମ୍ବୁଲାନ୍ସ ଅଛି ସେଠାରେ ଆଉ ନୂଆ ଆମ୍ବୁଲାନ୍ସ ଯୋଗାଇ ଦେଉଥିବା ଦେଖିବକୁ ମିଳିଛି।ବନ୍ଧୁଗାଁ ବ୍ଲକ ନୂତନ ଆମ୍ବୁଲାନ୍ସ ଗାଡ଼ି ମାଗିଲେ ଅତି ପୁରୁଣା ଗାଡ଼ି ଭୁବନେଶ୍ୱର ଠାରୁ ପଠାଉଥିବା ବେଳେ ରାୟଗଡ଼ା ନିକଟରେ ଖରାପ ହୋଇ ବର୍ତ୍ତମାନ ପଡ଼ି ରହିଥିବା ଦେଖିବାକୁ ମିଳିଛି।  ବନ୍ଧୁଗାଁ ବ୍ଲକ ବାସି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେବା ଚିନ୍ତାର କାରଣ ହୋଇଛି। ଆମ ବନ୍ଧୁଗାଁ ବ୍ଲକ ରାଜ୍ୟ ସରକାର ଙ୍କୁ ଭଲ ପାଇବାରେ ଅବହେଳା କରି ନାହୁଁ କିନ୍ତୁ ଭଲ ଭୋଟ ଦେଇ ଆଜି ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜଣେ ଜିଲ୍ଲା ପରିଷଦ ସଦସ୍ୟ ହୋଇ ପାରିଛନ୍ତି। ଆମେ ମେଡ଼ିକାଲ ଇନ୍ ଚାର୍ଜ ଡଃ ରଶ୍ମୀରଞ୍ଜନ ସାମଲଙ୍କୁ ପଚାରିବାରୁ ଆମ ଅଫିସ ତରଫରୁ ଜିଲ୍ଲା ସି ଡି ଏମ୍ ଓ ଙ୍କୁ ଆମ୍ବୁଲାନସ ସମସ୍ୟା ଉପରେ ଅବଗତ କରାଯାଇଥିବା ଜଣାଇଛନ୍ତି । ଆଜି ଆମ୍ବୁଲାନ୍ସ ଥିଲେ ଜନ୍ମିତ ଶିଶୁ ବଞ୍ଚି ଯାଇଥାନ୍ତା। ରାଜ୍ୟ ସରକାର ଅତି ଶୀଘ୍ର ଆମ ବନ୍ଧୁଗାଁ ବ୍ଲକ କୁ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ଅନେକ ଜନ ସାଧାରଣ ଗୁହାରି କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଚାଡ୍ରୀ ଓ ଜଜଗୋଡା ଗ୍ରାମରେ ପଞ୍ଚମ ବାର୍ଷିକ ପେସା ଗ୍ରାମସଭା ପ୍ରତିଷ୍ଠା ଦିବସ

Sunil Chandra Nayak

ଚିଲିଗୁଡ଼ାରେ ରକ୍ତଦାନ ଶିବିର ,୪୦ ୟୁନିଟ ରକ୍ତ ସଂଗୃହୀତ

masiha

ଝରାଡିହି ଠାରେ ସମବାୟ ସମିତି ଲ୍ୟାମ୍ପସ ପକ୍ଷରୁ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort