ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

ମୟୂରଭଞ୍ଜ -୪/୦୫ // ବହଳଦା ବ୍ଲକ ଅନ୍ତର୍ଗତ ଆସନା ଗ୍ରାମ ପଂଚାୟତ ଅଧୀନରେ ଥିବା ଟାଙ୍ଗରଯୋଡ଼ା ଗ୍ରାମରେ ବହଳଦା ପୋଲିସ ଚଢଉ କରି 56 ଲିଟର ବିଦେଶୀ ମଦ ଜବତ କରିଛି l ମଦ ବିକ୍ରି କରୁଥିବା ବ୍ୟକ୍ତି ପଦ୍ମ ଲୋଚନ ଖୁଣ୍ଟିଆ ନିଜ ଗ୍ରସରି ଦୋକାନ ରେ ବେଆଇନ ଭାବରେ ମଦ ବିକ୍ରି କରୁଥିଲେ l ବିଶେଷ ସୂତ୍ରରୁ ବହଳଦା ପୋଲିସ ଖବର ପାଇ ଆଜି ଚଢ଼ଉ କରି 56 ଲିଟର ଜବତ କରିଛନ୍ତି l ତଦ ସହିତ ପଦ୍ମ ଲୋଚନ ଖୁଣ୍ଟିଆ କୁ ଗିରଫ କରିଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁରର ବହୁ ଚର୍ଚିତ ଭିକି ମହାନ୍ତି ହତ୍ୟାରେ ସଂପୃକ୍ତ ହତ୍ଯାକାରୀ ଟାଟାନଗରର ଦମ୍ପିତି ପରିବାରର ସ୍ତ୍ରୀ ଖୁସବୁ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ସ୍ୱାମୀ କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ

masiha

ବିଷ ଖାଇ ବୃଦ୍ଧ ଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!