ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

ମୟୂରଭଞ୍ଜ -୪/୦୫ // ବହଳଦା ବ୍ଲକ ଅନ୍ତର୍ଗତ ଆସନା ଗ୍ରାମ ପଂଚାୟତ ଅଧୀନରେ ଥିବା ଟାଙ୍ଗରଯୋଡ଼ା ଗ୍ରାମରେ ବହଳଦା ପୋଲିସ ଚଢଉ କରି 56 ଲିଟର ବିଦେଶୀ ମଦ ଜବତ କରିଛି l ମଦ ବିକ୍ରି କରୁଥିବା ବ୍ୟକ୍ତି ପଦ୍ମ ଲୋଚନ ଖୁଣ୍ଟିଆ ନିଜ ଗ୍ରସରି ଦୋକାନ ରେ ବେଆଇନ ଭାବରେ ମଦ ବିକ୍ରି କରୁଥିଲେ l ବିଶେଷ ସୂତ୍ରରୁ ବହଳଦା ପୋଲିସ ଖବର ପାଇ ଆଜି ଚଢ଼ଉ କରି 56 ଲିଟର ଜବତ କରିଛନ୍ତି l ତଦ ସହିତ ପଦ୍ମ ଲୋଚନ ଖୁଣ୍ଟିଆ କୁ ଗିରଫ କରିଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

ଗୌଡ଼ ଦେଓପାଲି ଡକାୟତି ମାମଲାରେ ଷଡ଼ଯନ୍ତ୍ର କାରୀ ସହ ୬ ଜଣ ଗିରଫ

Sunil Chandra Nayak

ବାଙ୍କି ଗାଁ ରାଜପଥ କଡ଼ରେ ଯୁବକର ଝୁଲନ୍ତା ମୃତ ଦେହ ପୋଲିସ, ଗ୍ରାମବାସୀ ଏବଂ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ଉଦ୍ଧାର 

masiha

Leave a Comment

error: Content is protected !!