ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ ମହା ସେବାରେ ସମର୍ପିତ ବିଶିଷ୍ଟ ରକ୍ତଡାତା ପ୍ରିନ୍ସ ନନ୍ଦ (ରସାନନ୍ଦ) 

ରକ୍ତଦାନ ମହା ସେବାରେ ସମର୍ପିତ ବିଶିଷ୍ଟ ରକ୍ତଡାତା ପ୍ରିନ୍ସ ନନ୍ଦ (ରସାନନ୍ଦ) 

 କଟକ : ରାଜଧାନୀର ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବିହାର ରାଜ୍ଯର ଜନୈକ ରୋଗୀଙ୍କୁ ଜରୁରୀ କାଳୀନ ପରିସ୍ଥିତିରେ ବି + ଗ୍ରୁପ୍ ରକ୍ତର ଆବଶ୍ୟକତା ନେଇ ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂପାଦକ ପ୍ରିନ୍ସ ନନ୍ଦ(ରସାନନ୍ଦ) ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରିନ୍ସ ଜୀ ମହାଭାଗ ଏଯାବତ୍ ୨୭ ଥର ରକ୍ତଦାନ କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ନନ୍ଦ ମହୋଦୟ ଜଣେ ସାହିତ୍ୟିକ,ବାଗ୍ମୀ,ସଙ୍ଗଠକ,ଆଦର୍ଶ ପ୍ରତିଭା ଭାବେ ସର୍ବ ଜନବିଦିତ ପ୍ରେରଣାଦାୟୀ ବ୍ୟକ୍ତିତ୍ଵ । ମହାନ୍ ପ୍ରତିଭାଙ୍କୁ ବିସିଟି ପରିବାର,ସନାତନ ରକ୍ତଦାନ ସମୂହ ସମଷ୍ଟିପୁର ବିହାର ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ   ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା

masiha

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

masiha

Leave a Comment

error: Content is protected !!