ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ଏକ ବଡ଼ ପଦକ୍ଷେପ ନେଇ ଅନେକ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ରାଜ୍ୟଗୁଡ଼ିକ ୭ ମଇ, ୨୦୨୫ରେ ପ୍ରଭାବଶାଳୀ ନାଗରିକ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ ଆୟୋଜନ କରିବେ। ଓଡିଶାର ସର୍ବମୋଟ ୧୨ ଟି ସ୍ଥାନ ମଧ୍ୟରୁ ଢେଙ୍କାନାଳକୁ ଗୃହ ମନ୍ତ୍ରଣାଳୟ ଦ୍ୱରା ସୂଚନା ଜାରି କରାଯାଇଛି।

ତେଣୁ ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେଙ୍କାନାଳ ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପଳଙ୍କୁ ଭେଟି ଏକ ସୂଚନା ପତ୍ର ପ୍ରଦାନ କରିଛନ୍ତି ।ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏବିଭିପି ସହଯୋଗର ହାତ ବଢେଇବା ନେଇ ପ୍ରତିଶୃତି ଦିଆଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଅଭ୍ୟାସ ଟେକ୍ନୋ ସ୍କୁଲରେ ଶିଶୁ ଦିବସ

masiha

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

୧୦୮ ଆମ୍ବୁଲାନ୍ସ ଧକ୍କା ରେ ଜଣେ ମୃତ କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ…

masiha

Leave a Comment

error: Content is protected !!