ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ବୋଡେ଼ନ ଚାମ୍ପିୟାନ

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ବୋଡେ଼ନ ଚାମ୍ପିୟାନ

ଜୁନାଗଡ଼,୭/୫(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଖୁଡୁପଡା ଠାରେ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ଖେଲ, ସୁନ୍ଦର ଭାବରେ ମାଁ ଲଙ୍କେଶ୍ବରି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଥିଲା,ଏଥିରେ ବୋଡେ଼ନ ଚାମ୍ପିୟାନ ହୋଇଥିଲା।ଏହି ଖେଳରେ ୧୬ ଟି ଦଳ ଭାଗନେଇଥିବା ବେଲେ,ବୋଡ଼େନଦଲ ଓ ତେନ୍ତୁଲିପଡା ଫାଇନାଲକୁ ପହଞ୍ଚିଥିଲେ,ବୋଡ଼େନ ଦଲ ବିଜୟ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରାଜୟ ହୋଇଥିବା ବିଧାୟକ ପାର୍ଥୀ ଶ୍ରୀ ମନୋଜ କୁମାର ମେହେର, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ସୁଧିରା ମେହେର,ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀ ଟଙ୍କଧର ନାଏକ,ପିଲିକିଆ ସରପଞ୍ଚ ଶ୍ରୀମତୀ ଶବ୍ୟାରାଣି ସୁନାନୀ,ତଲମଲା ସରପଞ୍ଚ ପ୍ରତିନିଧି ଶ୍ରୀବ୍ରଜ ମନହିରା,ସରପଞ୍ଚ ପ୍ରତିନିଧି ଶ୍ରୀ ନିରଞ୍ଜନ ସୁନାନୀ,ଶ୍ରୀ ଶିବରାମ ଗୁରୁ,ରାହାସ ନାଏକ,ଘେନୁଗୁରୁ,ଚନ୍ଦ୍ରଭାନୁ ମାଝୀ,ହରିଶଙ୍କର ବାଗ,ବାବୁଲାଲ ସୁନାନୀ,ନିଲମଣି ନାଏକ,ମଞ୍ଚାସିନ ଥିଲେ,ଓ ଆମ ଜୁନାଗଡ ପ୍ରତିନିଧି ବାଲେଶ୍ବର ସୁନାନୀ,ନୀଜ ପୁଅର ଆତ୍ମାର ସତଗତି କାମନାକରୀ ମଞ୍ଚ ପରିଚାଳନା କରିଥିଲେ,ଅତିଥି ମାନେ ପୁରସ୍କୃତ କରି ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ,।ଏଥିରେ ଅନୁଷ୍ଠାନର ଶ୍ରୀରମେଶ , ଚତୁର୍ଭୁଜ,ଚିନ୍ତାମଣି,ସୁଶାନ୍ତ,ଓ ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିଥିଲେ,। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମହାବୀର ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Rourkela School Chess Championship 2025 held 

Sunil Chandra Nayak

ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!