ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନାଧିକାରୀ ଭାବେ ରମାକାନ୍ତ ମୁଦୁଲି ଙ୍କ ଯୋଗଦାନ

ନୂତନ ଥାନାଧିକାରୀ ଭାବେ ରମାକାନ୍ତ ମୁଦୁଲି ଙ୍କ ଯୋଗଦାନ

ଚମ୍ପୁଆ ଥାନା ରେ ନୂତନ ଥାନାଧିକାରୀ ଭାବେ ରମାକାନ୍ତ ମୁଦୁଲି ଯୋଗ ଦେଇଛନ୍ତି । ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଙ୍କ କେନ୍ଦୁଝର ସଦର କୁ ବଦଳି ହେବା ପରେ କେନ୍ଦୁଝର ରେ ଥିବା ରମାକାନ୍ତ ମୁଦୁଲି ଙ୍କ ଚମ୍ପୁଆ ବଦଳି ହୋଇଛି । ଆଜି ସେ ଚମ୍ପୁଆ ଥାନାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଜଣେ ଦକ୍ଷ ଅଧିକାରୀ ଭାବେ କୋରାପୁଟ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ରେ କାର?କରିଥିବା ଶ୍ରୀ ମୁଦୁଲିଙ୍କୁ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଥାନା କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା । ଆମ ପୁଲିସ୍ ସମିତି ବୈଠକ କୁ ନିୟମିତ କରିବା ସହ ଜନସାଧାରଣ ଓ ପୁଲିସ୍ ମଧ୍ୟରେ ଥିବା ବ୍ୟବଧାନକୁ କମାଇ ଲୋକ ମାନଙ୍କୁ ଉଚିତ୍ ସେବା ପ୍ରଦାନ କରିବାକୁ ପ୍ରାଥମିକତା ଦେବାକୁ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି ।

ଯୋଡ଼ା ରୁ ଉର୍ମିଳା ପଣ୍ଡା ରିପୋର୍ଟ

Related posts

6th Kalingawan Global Festival of Performing Arts to be held in Bhubaneswar.

masiha

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

masiha

ବିକାଶ କଲେଜରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!