ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

ନୁଆପଡା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ଆସି ଜିଲ୍ଲା ସଦଭାବନା ସଭାଗୃହରେ ସମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ। ଆକାଂକ୍ଷା ଜିଲ୍ଲାର ବିକାଶ ପାଇଁ ୧୧ କୋଟି ଟଙ୍କାର ଅର୍ଥ ରହି ଥିବା ବେଳେ ନୀତି ଆୟୋଗ ଦ୍ବାରା ଜିଲ୍ଲା ସ୍ବାସ୍ଥ୍ୟ ଏବଂ ଶିକ୍ଷା ପ୍ରତି ଗୁରୁତ୍ବ ଦେବା ନେଇ ନିର୍ଦ୍ଧେଶ ରହିଥିଲା। ନୂଆପଡା ଜିଲ୍ଲାରେ ଶିକ୍ଷା ପ୍ରତି ଅଧିକ ଅର୍ଥ ଖର୍ଚ୍ଚ ହୋଇଅଛି। ଏହି ଅର୍ଥରେ ଭିତ୍ତିଭୂମି ରେ ଖର୍ଚ୍ଚ ନ କରି ସ୍କୁଲ ରେ ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀର ପ୍ରୟୋଗ,ସ୍ମାର୍ଟ କ୍ଳାସ,ଶିକ୍ଷକ ଶିକ୍ଷୟତ୍ରୀ, ଏବଂ କ୍ରୀଡା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଅଛି ବୋଲି ମନ୍ତ୍ରି କହିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋକସରା ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନ ଙ୍କ ରେ ୭୬ ତମ ସ୍ଵାଧିନତା ଦିବସ ପାଳନ

Sunil Chandra Nayak

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ମହାସଚିବ,ଉପସଭାପତିଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!