ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିଜର ଠାରେ ମଣ୍ଡି ର ଶୁଭାରମ୍ଭ

ବଣିଜର ଠାରେ ମଣ୍ଡି ର ଶୁଭାରମ୍ଭ

ଜୁନାଗଡ଼,୨୭/୫(ମନୀସ) ଜୁନାଗଡ଼ ଆରଏମସି ପକ୍ଷରେ ବଣିଜରା ମଣ୍ଡି ର ଶୁଭାରମ୍ଭ ହୋଇଛି।ଏହି ଅବସରରେମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ, ସବିତା ମେହେର ଓ ଭାଜପା ଦାସିଗାଁ ମଣ୍ଡଳ ସଭାପତି ଶ୍ରୀଯୁକ୍ତ, ଅଂଶୁମାନ ଯୋଶୀ, ସୁନୀଲ ମେହେର ଅଶ୍ୱିନ ମେହେର ବାଣିଜରା ନାଏବ ସରପଞ୍ଚ ଶ୍ରୀଯୁକ୍ତ, ସାଲେନ୍ଦ୍ର ମଶ୍ରା, ସମସ୍ତ ଚାଷୀକମିଟି, R.M.C ଷ୍ଟାପ ଶ୍ରୀଯୁକ୍ତ ଅନାମ କୁମାର ମଙ୍ଗରାଜ, ରୁକଧର ଝାଙ୍କର ଏବଂ ମାଁ ମହାଲଷ୍ମୀ ଏସଏଚଜି ଗ୍ରୁପ ର ମା ମାନଙ୍କ ଉପସ୍ଥିତି ରେ ମଣ୍ଡି ଉଦଘାଟନ କରାଯାଇଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ  ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

masiha

ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ 

Sunil Chandra Nayak

Leave a Comment

error: Content is protected !!