ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଙ୍କ ଯୋଗଦାନ 

ଡାବୁଗାଁ, ୨/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କାର୍ଯ୍ୟ|ଳୟରେ ନୂତନ ତହସିଲଦାର ଭାବେ ଗୀତା ମୁର୍ମୁ ସୋମବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ ବାଲେଶ୍ଵର ଜିଲା ଜିଲାପାଳ ଙ୍କ କାର୍ଯ୍ୟ|ଳୟରେ ଡେପୁଟି ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ | ପୂର୍ବତନ ତହସିଲଦାର ହରିଓମ ଭୋଇ ତାଲିମ ପାଇଁ ଭୁବନେଶ୍ଵର ଯିବା ପରେ ଉକ୍ତ ପଦବୀ ଖାଲି ପଡିଥିଲା | ବର୍ତ୍ତମାନ ପୂର୍ବତନ ତହସିଲଦାର ହରିଓମ ଭୋଇଙ୍କର ସମ୍ବଲପୁର ମହାନଗର ନିଗମ ର ଡେପୁଟି କମିଶନର ଭାବେ ନିଯୁକ୍ତି ହୋଇଥିବା ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିଲ୍ ଟାଉନ ଡେଭଲପମେଣ୍ଟ କମିଟି ର କର୍ମକର୍ତା ଚୟନ

Sunil Chandra Nayak

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!