ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

ଜୁନାଗଡ଼ (ମ ନି ସ):- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା, ମାନଝରି ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗୁଜୀବନ ଅଘରିଆ ଙ୍କ ସଭାପତିତରେ ଅନୁଷ୍ଟିତ ସଭାରେ ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ବିଡ଼ିଓ ବିଶ୍ଵନାଥ ରାଉତ, ଏବିଓ ଲବଣୀ ନାଏକ, ବିଏସଏସଓ ଚନ୍ଦ୍ର ହାସ୍ୟ ବିହାରୀ, ଏମଆଇ ଦେବରାଜ ଭୋଇ, ପଦ୍ମାବତୀ ସାହୁ, ମଧୁସୁଦନ ସାହୁ, ନନ୍ଦିନ ଶବର ,ସୁନୀଲ କୁମାର ରାଉତ, ଅଭିମନ୍ୟୁ ମାଝୀ, ରମେଶ ଚନ୍ଦ୍ର ସାହୁ, ଟୁଙ୍ଗୁନାଥ ସାହୁ, ପିଇଓ ପ୍ରଶାନ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣୀ କାର୍ଯ୍ୟରେ ସହୋଯୋଗ୍ କରି ଥିଲେ, ଏହି ଅବସରରେ ଗାଈ ଗୁହାଳ ରେ ୩୦ଜଣ,ଜମି ମରାମତି ପାଇଁ ୩୫ଜଣ ପେନସନରେ ୧୫ଜଣ, ଆବାସ ଗୃହ ପାଇଁ, ୬ଜଣ, ଋଣ ପାଇଁ ୨ଜଣ, ନଳ କୂପ ପାଇଁ, ୫ଜଣ, କୂଅ ଖୋଳା ରେ ୦୩ଜଣ ଓ ଏଲେକ୍ଟ୍ରି ପାଇଁ ୦୫ ଜଣ ମୋଟ ୧୦୧ ଜଣ ହିତାଧିକାରୀ ମାନେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କ ଠାରେ ଜଣାଇଥିଲେ, ପ୍ରତି ହିତାଧିକାରୀଙ୍କ ସମସ୍ୟା କୁ ନିଶ୍ଚିତ ଭାବରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଧଅଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ଅନୁଷ୍ଠିତ

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ସୁରକ୍ଷା ଉପରେ କର୍ମଶାଳା

Sunil Chandra Nayak

ରାଇରଙ୍ଗପୁର ରେ କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

masiha

Leave a Comment

error: Content is protected !!