ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର:(୧୦|୬)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଉତ୍କଳ କଲେଜ ପରିସରରେ ଆକାଶବାଣୀ କଳାକାର ମାନଙ୍କ ଗହଣରେ ସ୍ବର୍ଗତ ନିହାର ମହାନ୍ତି ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସୁରେଶ ମିଶ୍ରଙ୍କ ସଂଯୋଜନରେ ପ୍ରଦୀପ କୁମାର ମିଶ୍ର, ବିଶ୍ୱ କଲ୍ୟାଣ ମହାନ୍ତି, ବିଜୟ କୁମାର ପାଣିଗ୍ରାହୀ (ସିମା), ଟି. ନିବେଦିତା, କସ୍ତୁରୀ ରଥ,ବାଲାଜୀ କିଶୋର ରାୟ,, ସୁରେଶ ମହାନ୍ତି (ବାବୁଲି), ମନୋଜ ପଟନାୟକ, ହର୍ଷିତ ମହାନ୍ତି, ପି. ରବିକାନ୍ତ ରଘୁରାମ, ଦିଲୀପ ପାଣିଗ୍ରାହୀ,କୃଷ୍ଣ ପ୍ରସାଦ ରଥ, ସୁକୁମାର ସୁନା, ବିଶ୍ୱ ରଞ୍ଜନ ଶତପଥି,କପିଳମହାରଣା ପ୍ରମୁଖ ଯୋଗ ଦେଇ ତାଙ୍କ ର ସଙ୍ଗୀତ କ୍ଷେତ୍ର ରେ ଅବଦାନ ଉପରେ ସ୍ମୃତି ଚାରଣ କରି ଭାବ ବିହ୍ଵଳ ହୋଇ ପଡ଼ିଥିଲେ l ତାଙ୍କ ଅମର ଆତ୍ମା ପ୍ରତି ସମୂହ ପ୍ରାର୍ଥନା କରାଯାଇ ସଭା ସଙ୍ଗ କରାଯାଇ ଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର‌ ବ୍ଳକ ସମ୍ମୁଖରେ ମିଶନ ଶକ୍ତି ର କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ‌ ଦାଵି ନେଇ ଧାରଣା

Sunil Chandra Nayak

ମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

masiha

ରୁପ୍ରାଠାରେ ଡମ୍ୱ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!