ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଗ୍ୟବାନ ବାଗ ହେଲେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି

ଗୋଳାମୁଣ୍ଡା/ମସିହା/୦୧/୦୫/କଳାହାଣ୍ଡି ସାଂସଦ ଶ୍ରୀ ଯୁକ୍ତ ବସନ୍ତ ପଣ୍ଡା ଗୋଳାମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଭାଗ୍ୟବାନ ବାଗଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ବାଗ ଜଣେ ନିଷ୍ଠା୍ପର ଓ  ନିର୍ଭୀକ ଭାବରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟ କରି ଆସୁଛନ୍ତି,ସେ ଗୋଳାମୁଣ୍ଡା ବ୍ଲକ ଦଶପୁର ଯୋନ ଡମ୍ବସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ ଭାବରେ ଅନେକ ଲୋକ ମାନଙ୍କ ସେବା ସହଯୋଗ କରିଛନ୍ତି, ତାଙ୍କୁ ଗୋଳାମୁଣ୍ଡା ବ୍ଲକରୁ ସାଂସଦ ପ୍ରତିନିଧି ଭାବରେ ମନୋନୀତ କରି ଥିବାରୁ ଅଞ୍ଚଳର ଜନସାଧାରଣ ଭୁରିଭୁରି ପ୍ରଶଂସା କରିବା ସହିତ କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ କୁମାର ପଣ୍ଡା ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ବଣି ଜରା ସ୍କୁଲରେ ସୁରଭି କାର୍ଯ୍ୟକ୍ରମ

Sunil Chandra Nayak

ଢେଙ୍କାନାଳ – ଶ୍ରଦ୍ଧା ଶକ୍ତି ସେବା ସଂଗଠନ ର ମିଶନ ଶକ୍ତି ଜରିଆରେ ପାରମ୍ପରିକ ଆଦିବାସୀ ଖାଦ୍ୟ ସମ୍ପର୍କିତ ନିଆରା କାର୍ଯ୍ୟକ୍ରମ

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!