ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତନୁ ବାରିକ ଙ୍କ ଆକସ୍ମିକ ମୃତ୍ୟୁ,ଚାଞ୍ଚେର ରେ ଚହଳ

ଉତ୍କେଲା,୧୨/୧୧ କେସିଙ୍ଗା ଥାନା ଚାଞ୍ଚେର ଗ୍ରାମପଞ୍ଚାୟତ ର ତନୁ ବାରିକ(୫୬) ମେନରୋଡ ଉପରେ ତାଙ୍କରି ସେଲୁନ ଦୋକାନ। ଗତକାଲି ମଙ୍ଗଳବାର ଦିନ ସେଲୁନ ରେ କାମସାରି ଘରକୁ ଫେରୁଥିବା ସମୟରେ ଢାବା ରାସ୍ତା ଉପରେ ଥିବା କେନାଲ ହୁଡାରେ ଭାରସାମ୍ୟ ହରାଇ ନାଳରେ ପଡି ଯାଇଥିଲେ। ପାଖରେ ଥିବା କେତେକ ଲୋକ ତାଙ୍କୁ ଉଠାଇ ଘର ଲୋକଙ୍କୁ ଖବର ଜଣାଇ ତୁରନ୍ତ ଅମ୍ବୁଲେନସ୍ ଯୋଗେ ଭବାନୀପାଟଣା ଡାକ୍ତରଖାନା କୁ ନେଇଥିବା ବେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କରି ଦୁଇ ପୁଅ ଓ ସ୍ତ୍ରୀ ରହିଥିବା ବେଲେ ବଡପୁଅ ସରୋଜ ବାରିକ ମୁଖାଗ୍ନି ଦେଇଛନ୍ତି। ତାଙ୍କରି ଆକସ୍ମିକ ମୃତ୍ୟୁ ରେ ଅଞ୍ଚଳର ଲୋକ ତଥା ବାରିକ ସମାଜ ଶୋକ ପ୍ରକାଶ କରିଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଦାଘ

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

Sunil Chandra Nayak

Leave a Comment

error: Content is protected !!