ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

ନଙ୍ଗଲବୋର୍ଡ ରେ ଡାଇରିଆ ଆତଙ୍କ, ୧୬ ଆକ୍ରାନ୍ତ, ୬ ଗୁରୁତର 

ନୂଆପଡା, ୨୩.୦୭. (ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ନଙ୍ଗଲବୋର୍ଡରେ ଡାଇରିଆ ଆତଙ୍କ l ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି l ଦୁଇ ଜଣ ଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି l ସମସ୍ତେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି l ନଙ୍ଗଲବୋର୍ଡ ରେ ତିନି ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି l ସିନାପାଲି ମେଡିକାଲ ରୁ ଆମ୍ବୁଲାନ୍ସ ପଠାଇ ଆକ୍ରାନ୍ତ ଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି l କିଛି ସ୍କୁଲ ଛୁଆ ମଧ୍ୟ ଆକ୍ରାନ୍ତ ହୋଇଥିବା ବେଳେ ନଙ୍ଗଲବୋର୍ଡ ଗାଁର ତିନିଟି ସାହି ରେ ଝାଡ଼ା ବାନ୍ତି ବ୍ୟାପିଥିବା ଜଣା ପଡିଛି ।

Related posts

ଜାମିନୀ ରାଉତ ଙ୍କ ଏକାଦଶ ଶ୍ରଦ୍ଧାଞ୍ଜଳି ସଭା

masiha

ବାରମ୍ବାର ଅଭିଯୋଗ ସତ୍ୱେ କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳ ଜଣଶୁଣାଣି ରେ ଅଭିଯୋଗ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ

masiha

Leave a Comment

error: Content is protected !!