ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ l

ନବରଙ୍ଗପୁର:(୨୭|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣାଙ୍କର ଗତକାଲି ରାତ୍ର ସମୟରେ ମହାପ୍ରୟାଣ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷପୂର୍ତ୍ତି ହୋଇଥିଲା । ତାଙ୍କୁ “ବ୍ରହ୍ମାଗାରୁ” ବୋଲି ମଧ୍ୟ ଲୋକେ ଜାଣିଥିଲେ । ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଗଣିତ । ତାଙ୍କ ପୁତ୍ର ସ୍ବର୍ଗତ ସି. ଏଚ ରାମ କ୍ରିଷ୍ଣା କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ, ମଝିଆଁ ପୁଅ ସି ଏଚ ଶିବା ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରେ ବରିଷ୍ଠ କିରାଣି, ସାନପୁଅ ସି .ଏଚ ଶ୍ରୀଧର ଜଣେ ସାମାଜିକ କର୍ମୀ। ତାଙ୍କ ପରିବାର କୁ ଭଗବାନ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଶ୍ରୀ ଜଗନ୍ନାଥ ତ୍ରିପାଠୀ କଂ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସହିତ ନବରଙ୍ଗପୁର ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ତାଙ୍କର ବିୟୋଗରେ ନବରଙ୍ଗପୁର ଜିଲ୍ଲାବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦାଗତୀ ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚିକିତ୍ସା ପାଇ ଅର୍ଥ ସଜିଛି ବାଧକ ଚିକିତ୍ସା ହେଇ ପାରୁ ନାହି ଶିଶୁ କନ୍ୟା

masiha

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ସଚେତନତା ରାଲି

masiha

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

masiha

Leave a Comment

error: Content is protected !!