ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

ନୂତନ ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁଙ୍କ ଯୋଗଦାନ: ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ 

ନବରଙ୍ଗପୁର:(୨୭|୭)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଡାଃ ଶୁଭଙ୍କର ମହାପାତ୍ର ରହିଥିବା ବେଳେ ସରକାରଙ୍କ ଦ୍ଵାରା ଆଇ ଏ ଏସ୍ ସ୍ତରରେ ଅଦଳ ବଦଳ ହୋଇଥିବା ପରେ ଆଜି ନୁତନ ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡାଃ ମହେଶ୍ଵର ସ୍ଵାଇଁ ଯୋଗଦାନ କରି ଥିବାରୁ ସବୁରି ମୁହଁରେ ଖୁସିର ଜୁଆର ସୃଷ୍ଟି ହୋଇଛି l ତାଙ୍କ ଯୋଗଦାନରେ ଆଜି ସମସ୍ତ କର୍ମଚାରୀ ମହଲରେ ଖୁସିର ମାହୋଲ ଦେଖା ଦେଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

UVP writes a Demand Letter to the Director/Secretary of NRLM

Sunil Chandra Nayak

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ଉତ୍ସବ ପାଳିତ

masiha

Leave a Comment

error: Content is protected !!